# ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୁଁର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଠାରେ ବୁଦ୍ଧିମାନ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ ବିଷୟକ ଜାଗତିକ ଦୃଷ୍ଟିକୋଣ ଓ ଖ୍ରୀଷ୍ଟିଆନ ମାନଙ୍କ ଦୃଷ୍ଟିକୋଣର ପ୍ରଭେଦ ନିମନ୍ତେ ପାଉଲ ବିପରୀତାର୍ଥକ ଶବ୍ଦ ବ୍ୟବହାର କରନ୍ତି। (ଦେଖନ୍ତୁ: ମେରୀତତ୍ଵ) # ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ ବିଷୟକ ଜାଗତିକ ଦୃଷ୍ଟିକୋଣ ଓ ଖ୍ରୀଷ୍ଟିଆନ ମାନଙ୍କ ଦୃଷ୍ଟିକୋଣର ପ୍ରଭେଦ ନିମନ୍ତେ ପାଉଲ ବିପରୀତାର୍ଥକ ଶବ୍ଦ ବ୍ୟବହାର କରନ୍ତି। (ଦେଖନ୍ତୁ: ମେରୀତତ୍ଵ) # ତୁମ୍ଭେମାନେ ଗୌରବପ୍ରାପ୍ତ “ଲୋକେ କରିନ୍ଥୀୟ ଲୋକ ତୁମ୍ଭମାନଙ୍କୁ ସମ୍ମାନୀୟ ବୋଲି ଭାବନ୍ତି” # ଆମ୍ଭେମାନେ ଅନାଦୃତ “ଲୋକେ ଆମ୍ଭ ପ୍ରେରିତମାନଙ୍କୁ ଅନାଦୃତ ବୋଲି ଭାବନ୍ତି ” # ଏହି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଏଠାରେ: “ବର୍ତ୍ତମାନ ସମୟ ପର୍ଯ୍ୟନ୍ତ” କିମ୍ବା “ବର୍ତ୍ତମାନ ପର୍ଯ୍ୟନ୍ତ” # ନୃଶଂସ ଭାବରେ ପ୍ରହାରିତ ହେଉଅଛୁ ଏଠାରେ: “କଠୋର ଶାରୀରିକ ପ୍ରହାରରେ ଶାସ୍ତି ପାଉଅଛୁ”