Door43-Catalog_or_tn/1CO/04/03.md

1.2 KiB

ତୁମ୍ଭମାନଙ୍କ ଦ୍ଵାରା ବିଚାରିତ ହେବା ମୋ' ପକ୍ଷରେ ଅତି ସାମାନ୍ୟ ବିଷୟ

ମାନବର ବିଚାର ଓ ଈଶ୍ଵରଙ୍କ ବିଚାର ମଧ୍ୟରେ ଥିବା ପ୍ରଭେଦକୁ ପାଉଲ ତୁଳନା କରନ୍ତି। ମନୁଷ୍ୟ ଉପରେ ଈଶ୍ଵରଙ୍କ ସତ୍ୟବିଚାର ତୁଳନାରେ ମାନବର ବିଚାର ତୁଚ୍ଛ ଅଟେ।

ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ

ଏଠାରେ: “ମୁଁ ନିଜ ବିରୁଦ୍ଧରେ କିଛି ଅଭିଯୋଗ ଶୁଣି ନାହିଁ।”

ଏହାର ଅର୍ଥ ନୁହେଁ ଯେ ମୁଁ ନିର୍ଦ୍ଦୋଷ ଅଟେ। ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ ଅଟନ୍ତି।

“ଅଭିଯୋଗର ଅଭାବ ପ୍ରମାଣ କରେ ନାହିଁ ଯେ ମୁଁ ନିର୍ଦ୍ଦୋଷ ଅଟେ; ପ୍ରଭୁ ଜାଣନ୍ତି ଯଦି ମୁଁ ନିର୍ଦ୍ଦୋଷ ବା ଦୋଷଯୁକ୍ତ ଅଟେ।”