# ତୁମ୍ଭମାନଙ୍କ ଦ୍ଵାରା ବିଚାରିତ ହେବା ମୋ' ପକ୍ଷରେ ଅତି ସାମାନ୍ୟ ବିଷୟ ମାନବର ବିଚାର ଓ ଈଶ୍ଵରଙ୍କ ବିଚାର ମଧ୍ୟରେ ଥିବା ପ୍ରଭେଦକୁ ପାଉଲ ତୁଳନା କରନ୍ତି। ମନୁଷ୍ୟ ଉପରେ ଈଶ୍ଵରଙ୍କ ସତ୍ୟବିଚାର ତୁଳନାରେ ମାନବର ବିଚାର ତୁଚ୍ଛ ଅଟେ। # ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ ଏଠାରେ: “ମୁଁ ନିଜ ବିରୁଦ୍ଧରେ କିଛି ଅଭିଯୋଗ ଶୁଣି ନାହିଁ।” # ଏହାର ଅର୍ଥ ନୁହେଁ ଯେ ମୁଁ ନିର୍ଦ୍ଦୋଷ ଅଟେ। ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ ଅଟନ୍ତି। “ଅଭିଯୋଗର ଅଭାବ ପ୍ରମାଣ କରେ ନାହିଁ ଯେ ମୁଁ ନିର୍ଦ୍ଦୋଷ ଅଟେ; ପ୍ରଭୁ ଜାଣନ୍ତି ଯଦି ମୁଁ ନିର୍ଦ୍ଦୋଷ ବା ଦୋଷଯୁକ୍ତ ଅଟେ।”