13 lines
1.2 KiB
Markdown
13 lines
1.2 KiB
Markdown
# ରହିବ
|
|
“ଦୀର୍ଘକାଳ ରହିବ” କିମ୍ବା “ ଜୀବିତ ରହିବ” (ୟୁଡିବି)
|
|
|
|
# ଯଦି କାହାରି କର୍ମ ପୋଡ଼ିଯିବ
|
|
ଏଠାରେ: “ଯଦି ଅଗ୍ନି କାହାରି କର୍ମକୁ ନଷ୍ଟ କରିଦିଏ” କିମ୍ବା “ଯଦି ଅଗ୍ନି କାହାରି କର୍ମକୁ ଧ୍ଵଂସ କରିଦିଏ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
|
|
|
|
# “କାହାରି”, “ସେ”, “ନିଜେ”
|
|
ଏହି ଶବ୍ଦର ଭାବ ଏକ “ବ୍ୟକ୍ତି” କୁ ଦର୍ଶାଏ। ଏଠାରେ: ଏକ “ବ୍ୟକ୍ତି” କିମ୍ବା “ସେ”
|
|
(ୟୁଡିବି)
|
|
|
|
# ତା'ର କ୍ଷତି ହେବ, କିନ୍ତୁ ସେ ନିଜେ ରକ୍ଷା ପାଇବ
|
|
“ସେ ସେହି କର୍ମ ହରାଇବ ଏବଂ ଯଦି ସେହି କର୍ମ ଅଗ୍ନିରେ ପରୀକ୍ଷିତ ହୋଇ ପୁରସ୍କୃତ ହୋଇଥାଏ, କିନ୍ତୁ ଈଶ୍ଵର ତାକୁ ରକ୍ଷା କରିବେ।” (ଦେଖନ୍ତୁ:
|
|
ପ୍ରତ୍ୟକ୍ଷ ବା ପରୋକ୍ଷ) |