Door43-Catalog_or_tn/1CO/03/14.md

1.2 KiB

ରହିବ

“ଦୀର୍ଘକାଳ ରହିବ” କିମ୍ବା “ ଜୀବିତ ରହିବ” (ୟୁଡିବି)

ଯଦି କାହାରି କର୍ମ ପୋଡ଼ିଯିବ

ଏଠାରେ: “ଯଦି ଅଗ୍ନି କାହାରି କର୍ମକୁ ନଷ୍ଟ କରିଦିଏ” କିମ୍ବା “ଯଦି ଅଗ୍ନି କାହାରି କର୍ମକୁ ଧ୍ଵଂସ କରିଦିଏ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

“କାହାରି”, “ସେ”, “ନିଜେ”

ଏହି ଶବ୍ଦର ଭାବ ଏକ “ବ୍ୟକ୍ତି” କୁ ଦର୍ଶାଏ। ଏଠାରେ: ଏକ “ବ୍ୟକ୍ତି” କିମ୍ବା “ସେ” (ୟୁଡିବି)

ତା'ର କ୍ଷତି ହେବ, କିନ୍ତୁ ସେ ନିଜେ ରକ୍ଷା ପାଇବ

“ସେ ସେହି କର୍ମ ହରାଇବ ଏବଂ ଯଦି ସେହି କର୍ମ ଅଗ୍ନିରେ ପରୀକ୍ଷିତ ହୋଇ ପୁରସ୍କୃତ ହୋଇଥାଏ, କିନ୍ତୁ ଈଶ୍ଵର ତାକୁ ରକ୍ଷା କରିବେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)