Door43-Catalog_or_tn/1CO/03/03.md

3.1 KiB

ଏପର୍ଯ୍ୟନ୍ତ ଶାରୀରିକ ଅଟ

ପାପମୟ ଓ ସାଂସାରିକ ଇଚ୍ଛାନୁସାରେ ଆଚରଣ କରୁଅଛ।

ତୁମ୍ଭେମାନେ କି ଶରୀର ଅନୁସାରେ ଜୀବନଯାପନ କରୁଅଛ

ସେମାନଙ୍କ ପାପମୟ ଆଚରଣ ନିମନ୍ତେ ପାଉଲ କରିନ୍ଥୀୟ ମାନଙ୍କୁ ଭର୍ତ୍ସନା କଲେ। ଏଠାରେ: “ତୁମ୍ଭମାନଙ୍କ ପାପମୟ ଇଚ୍ଛାନୁସାରେ ତୁମ୍ଭେମାନେ ଆଚରଣ କରୁଅଛ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭେମାନେ କି ସଂସାରିକ ମତାନୁସାରେ ଚାଲୁନାହଁ?

ସାଂସାରିକ ମତାନୁସାରେ ଜୀବନଯାପନ କରୁଥିବାରୁ କରିନ୍ଥୀୟ ମାନଙ୍କୁ ପାଉଲ ଭର୍ତ୍ସନା କଲେ। ଏଠାରେ: “ତୁମ୍ଭେମାନେ ସାଂସାରିକ ମତକୁ ଅନୁସରଣ କରୁଅଛ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭେମାନେ କି ମାନବୀୟ ଜୀବନଯାପନ କରୁନାହଁ?

ଆତ୍ମା ନ ଥିବା ଲୋକମାନଙ୍କ ସଦୃଶ ଜୀବନଯାପନ କରୁଥିବାରୁ ସେମାନଙ୍କୁ ପାଉଲ ଭର୍ତ୍ସନା କଲେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆପଲ୍ଲ ତେବେ କିଏ? ପାଉଲ କିଏ?

ପାଉଲ ଗୁରୁତ୍ଵ ଦିଅନ୍ତି ଯେ, ସେ ଓ ଆପଲ୍ଲ ସୁସମଚାରର ମୂଳ ବ୍ୟକ୍ତି ନୁହନ୍ତି ଏବଂ ତେଣୁ ଅନୁସରଣକାରୀଙ୍କ ଦଳର ଯୋଗ୍ୟ ନୁହନ୍ତି। ଏଠାରେ: “ଆପଲ୍ଲ କିମ୍ବା ପାଉଲଙ୍କ ଅନୁସରଣ କରିବା ନିମନ୍ତେ ଦଳଗୁଡିକ ଗଠନ କରିବା ଭୁଲ ଅଟେ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ))

ସେବକମାତ୍ର ଯେଉଁମାନଙ୍କ ଦ୍ଵାରା ତୁମ୍ଭେମାନେ ବିଶ୍ଵାସ କରିଅଛ

ପାଉଲ ନିଜ ପ୍ରଶ୍ନର ଉତ୍ତର ଦିଅନ୍ତି ଯେ ସେ ଓ ଆପଲ୍ଲ ଈଶ୍ଵରଙ୍କ ସେବକମାତ୍ର ଅଟନ୍ତି। ଏଠାରେ: “ପାଉଲଙ୍କ ଏବଂ ଆପଲ୍ଲଙ୍କ ଶିକ୍ଷା ଗୁଡିକ ଦ୍ଵାରା ତୁମ୍ଭେମାନେ ସୁସମାଚାରକୁ ବିଶ୍ଵାସ କରିଅଛ।”

ପ୍ରତ୍ୟେକଙ୍କୁ ଯେଉଁମାନଙ୍କୁ ପ୍ରଭୁଙ୍କ କାର୍ଯ୍ୟ ଗୁଡିକ ଦେଇଅଛନ୍ତି

ଏଠାରେ: “ପାଉଲଙ୍କୁ ଓ ଆପଲ୍ଲଙ୍କୁ ପ୍ରଭୁ କାର୍ଯ୍ୟ ଗୁଡ଼ିକ ଦେଇଅଛନ୍ତି”