# ଏପର୍ଯ୍ୟନ୍ତ ଶାରୀରିକ ଅଟ ପାପମୟ ଓ ସାଂସାରିକ ଇଚ୍ଛାନୁସାରେ ଆଚରଣ କରୁଅଛ। # ତୁମ୍ଭେମାନେ କି ଶରୀର ଅନୁସାରେ ଜୀବନଯାପନ କରୁଅଛ ସେମାନଙ୍କ ପାପମୟ ଆଚରଣ ନିମନ୍ତେ ପାଉଲ କରିନ୍ଥୀୟ ମାନଙ୍କୁ ଭର୍ତ୍ସନା କଲେ। ଏଠାରେ: “ତୁମ୍ଭମାନଙ୍କ ପାପମୟ ଇଚ୍ଛାନୁସାରେ ତୁମ୍ଭେମାନେ ଆଚରଣ କରୁଅଛ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ତୁମ୍ଭେମାନେ କି ସଂସାରିକ ମତାନୁସାରେ ଚାଲୁନାହଁ? ସାଂସାରିକ ମତାନୁସାରେ ଜୀବନଯାପନ କରୁଥିବାରୁ କରିନ୍ଥୀୟ ମାନଙ୍କୁ ପାଉଲ ଭର୍ତ୍ସନା କଲେ। ଏଠାରେ: “ତୁମ୍ଭେମାନେ ସାଂସାରିକ ମତକୁ ଅନୁସରଣ କରୁଅଛ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ତୁମ୍ଭେମାନେ କି ମାନବୀୟ ଜୀବନଯାପନ କରୁନାହଁ? ଆତ୍ମା ନ ଥିବା ଲୋକମାନଙ୍କ ସଦୃଶ ଜୀବନଯାପନ କରୁଥିବାରୁ ସେମାନଙ୍କୁ ପାଉଲ ଭର୍ତ୍ସନା କଲେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ଆପଲ୍ଲ ତେବେ କିଏ? ପାଉଲ କିଏ? ପାଉଲ ଗୁରୁତ୍ଵ ଦିଅନ୍ତି ଯେ, ସେ ଓ ଆପଲ୍ଲ ସୁସମଚାରର ମୂଳ ବ୍ୟକ୍ତି ନୁହନ୍ତି ଏବଂ ତେଣୁ ଅନୁସରଣକାରୀଙ୍କ ଦଳର ଯୋଗ୍ୟ ନୁହନ୍ତି। ଏଠାରେ: “ଆପଲ୍ଲ କିମ୍ବା ପାଉଲଙ୍କ ଅନୁସରଣ କରିବା ନିମନ୍ତେ ଦଳଗୁଡିକ ଗଠନ କରିବା ଭୁଲ ଅଟେ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)) # ସେବକମାତ୍ର ଯେଉଁମାନଙ୍କ ଦ୍ଵାରା ତୁମ୍ଭେମାନେ ବିଶ୍ଵାସ କରିଅଛ ପାଉଲ ନିଜ ପ୍ରଶ୍ନର ଉତ୍ତର ଦିଅନ୍ତି ଯେ ସେ ଓ ଆପଲ୍ଲ ଈଶ୍ଵରଙ୍କ ସେବକମାତ୍ର ଅଟନ୍ତି। ଏଠାରେ: “ପାଉଲଙ୍କ ଏବଂ ଆପଲ୍ଲଙ୍କ ଶିକ୍ଷା ଗୁଡିକ ଦ୍ଵାରା ତୁମ୍ଭେମାନେ ସୁସମାଚାରକୁ ବିଶ୍ଵାସ କରିଅଛ।” # ପ୍ରତ୍ୟେକଙ୍କୁ ଯେଉଁମାନଙ୍କୁ ପ୍ରଭୁଙ୍କ କାର୍ଯ୍ୟ ଗୁଡିକ ଦେଇଅଛନ୍ତି ଏଠାରେ: “ପାଉଲଙ୍କୁ ଓ ଆପଲ୍ଲଙ୍କୁ ପ୍ରଭୁ କାର୍ଯ୍ୟ ଗୁଡ଼ିକ ଦେଇଅଛନ୍ତି”