Door43-Catalog_or_tn/1CO/02/10.md

1.3 KiB

ଏହି ସମସ୍ତ ବିଷୟ

ଯୀଶୁ ଏବଂ କୃଶ ବିଷୟକ ସମସ୍ତ ସତ୍ୟ।

କାରଣ ବ୍ୟକ୍ତିର ଚିନ୍ତାସବୁ ବ୍ୟକ୍ତିଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣିପାରେ?

ବ୍ୟବହୃତ ପ୍ରଶ୍ନରେ ପାଉଲ ଗୁରୁତ୍ଵ ଦିଅନ୍ତି ଯେ ଜଣେ ବ୍ୟକ୍ତି କ'ଣ ଚିନ୍ତା କରେ ତାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତି ତାହା ଜାଣେ ନାହିଁ। ଏଠାରେ: “ଜଣେ ବ୍ୟକ୍ତି କ'ଣ ଚିନ୍ତା କରେ ସେହି ବ୍ୟକ୍ତିଙ୍କ ଆତ୍ମା ବ୍ୟତିତ ଅନ୍ୟ କେହି ଜାଣେ ନାହିଁ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ବ୍ୟକ୍ତିଙ୍କ ଆତ୍ମା

ଏହା ଲକ୍ଷ୍ୟ କରିବା “ଆତ୍ମା” ମନୁଷ୍ୟ ଭିତରେ ଥିବା ଅପରିଷ୍କାର କିମ୍ବା ମନ୍ଦ ଆତ୍ମାକୁ ବୁଝାଏ ଯାହା ଈଶ୍ଵରଙ୍କ ଆତ୍ମା ଠାରୁ ପୃଥକ ଅଟେ।