Door43-Catalog_or_tn/1CO/02/10.md

9 lines
1.3 KiB
Markdown
Raw Normal View History

2018-01-11 01:51:28 +00:00
# ଏହି ସମସ୍ତ ବିଷୟ
ଯୀଶୁ ଏବଂ କୃଶ ବିଷୟକ ସମସ୍ତ ସତ୍ୟ।
# କାରଣ ବ୍ୟକ୍ତିର ଚିନ୍ତାସବୁ ବ୍ୟକ୍ତିଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣିପାରେ?
ବ୍ୟବହୃତ ପ୍ରଶ୍ନରେ ପାଉଲ ଗୁରୁତ୍ଵ ଦିଅନ୍ତି ଯେ ଜଣେ ବ୍ୟକ୍ତି କ'ଣ ଚିନ୍ତା କରେ ତାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତି ତାହା ଜାଣେ ନାହିଁ। ଏଠାରେ: “ଜଣେ ବ୍ୟକ୍ତି କ'ଣ ଚିନ୍ତା କରେ ସେହି ବ୍ୟକ୍ତିଙ୍କ ଆତ୍ମା ବ୍ୟତିତ ଅନ୍ୟ କେହି ଜାଣେ ନାହିଁ”
(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ବ୍ୟକ୍ତିଙ୍କ ଆତ୍ମା
ଏହା ଲକ୍ଷ୍ୟ କରିବା “ଆତ୍ମା” ମନୁଷ୍ୟ ଭିତରେ ଥିବା ଅପରିଷ୍କାର କିମ୍ବା ମନ୍ଦ ଆତ୍ମାକୁ ବୁଝାଏ ଯାହା ଈଶ୍ଵରଙ୍କ ଆତ୍ମା ଠାରୁ ପୃଥକ ଅଟେ।