Door43-Catalog_or_tn/1CO/01/30.md

1.6 KiB

କାରଣ ଈଶ୍ଵର ଯାହା କଲେ

ଏହା କୃଶ ଉପରେ ଖ୍ରୀଷ୍ଟଙ୍କ କାର୍ଯ୍ୟକୁ ଦର୍ଶାଏ।

ଆମ୍ଭମାନଙ୍କୁ…ଆମ୍ଭମାନଙ୍କର

ପାଉଲ କରିନ୍ଥୀୟମାନଙ୍କୁ “ଆମ୍ଭମାନଙ୍କ” ସହ ଅନ୍ତର୍ଭୁକ୍ତ କରନ୍ତି। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ବର୍ତ୍ତମାନ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛ

“ବର୍ତ୍ତମାନ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ପରିତ୍ରାଣ ପାଇଅଛ”

ଯୀଶୁ ଖ୍ରୀଷ୍ଟ, ଯିଏ ଈଶ୍ଵରଙ୍କ ଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ହୋଇଅଛନ୍ତି

ଏଠାରେ: “ଖ୍ରୀଷ୍ଟ ଯୀଶୁ, ଯିଏ ଆମ୍ଭମାନଙ୍କୁ ସ୍ପଷ୍ଟ କରନ୍ତି ଯେ ଈଶ୍ଵର କିପରି ଜ୍ଞାନୀ ଅଟନ୍ତି” (ୟୁଡିବି; ଦେଖନ୍ତୁ: ଲକ୍ଷଣ ସୁଚକ ଶବ୍ଦ)

“ଯେ ଦର୍ପ କରେ, ସେ ପ୍ରଭୁଙ୍କ ଠାରେ ଦର୍ପ କରୁ”

ଏଠାରେ: “ଯଦି ଜଣେ ବ୍ୟକ୍ତି ଦର୍ପ କରେ, ପ୍ରଭୁ କିପରି ମହାନ ଅଟନ୍ତି ଏହି ବିଷୟରେ ସେ ଦର୍ପ କରୁ”