# କାରଣ ଈଶ୍ଵର ଯାହା କଲେ ଏହା କୃଶ ଉପରେ ଖ୍ରୀଷ୍ଟଙ୍କ କାର୍ଯ୍ୟକୁ ଦର୍ଶାଏ। # ଆମ୍ଭମାନଙ୍କୁ…ଆମ୍ଭମାନଙ୍କର ପାଉଲ କରିନ୍ଥୀୟମାନଙ୍କୁ “ଆମ୍ଭମାନଙ୍କ” ସହ ଅନ୍ତର୍ଭୁକ୍ତ କରନ୍ତି। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ) # ବର୍ତ୍ତମାନ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛ “ବର୍ତ୍ତମାନ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ପରିତ୍ରାଣ ପାଇଅଛ” # ଯୀଶୁ ଖ୍ରୀଷ୍ଟ, ଯିଏ ଈଶ୍ଵରଙ୍କ ଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ହୋଇଅଛନ୍ତି ଏଠାରେ: “ଖ୍ରୀଷ୍ଟ ଯୀଶୁ, ଯିଏ ଆମ୍ଭମାନଙ୍କୁ ସ୍ପଷ୍ଟ କରନ୍ତି ଯେ ଈଶ୍ଵର କିପରି ଜ୍ଞାନୀ ଅଟନ୍ତି” (ୟୁଡିବି; ଦେଖନ୍ତୁ: ଲକ୍ଷଣ ସୁଚକ ଶବ୍ଦ) # “ଯେ ଦର୍ପ କରେ, ସେ ପ୍ରଭୁଙ୍କ ଠାରେ ଦର୍ପ କରୁ” ଏଠାରେ: “ଯଦି ଜଣେ ବ୍ୟକ୍ତି ଦର୍ପ କରେ, ପ୍ରଭୁ କିପରି ମହାନ ଅଟନ୍ତି ଏହି ବିଷୟରେ ସେ ଦର୍ପ କରୁ”