Door43-Catalog_or_tn/1CO/01/20.md

2.3 KiB
Raw Blame History

ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ?ଏହି ଜଗତର ତାର୍କିକ କାହିଁ?

ପାଉଲ ଗୁରୁତ୍ଵ ଦିଅନ୍ତି ଯେ ପ୍ରକୃତରେ ଜ୍ଞାନୀଲୋକେ କେଉଁଠାରେ ମିଳନ୍ତି ନାହିଁ। ଏଠାରେ: “ସୁସମାଚାରର ଜ୍ଞାନର ତୁଳନାରେ, କୌଣସି ଜ୍ଞାନୀଲୋକ ନାହିଁ, ଶାସ୍ତ୍ରୀ ନାହିଁ, ତାର୍କିକ ନାହିଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଶାସ୍ତ୍ରୀ

ଏକ ବ୍ୟକ୍ତି, ଯିଏ ବହୁପରିମାଣରେ ଅଧ୍ୟୟନ କରିଥିବା ଜଣେ ବ୍ୟକ୍ତି ଭାବେ ପରିଚିତ।

ତାର୍କିକ

ଏକ ବ୍ୟକ୍ତି, ଯିଏ ଯୁକ୍ତିତର୍କ ତାହାହିଁ କରେ ଯାହା ସେ ଜାଣେ କିମ୍ବା ଯିଏ ଏପରି ଯୁକ୍ତିତର୍କରେ ନିପୁଣ ଅଟେ।

ଈଶ୍ଵର କି ଏହି ଜଗତର ଜ୍ଞାନକୁ ମୂର୍ଖତାରେ ପରିଣତ କରିନାହାନ୍ତି?

ବ୍ୟବହୃତ ପ୍ରଶ୍ନରେ ପାଉଲ ଗୁରୁତ୍ଵ ଦିଅନ୍ତି ଯେ ଈଶ୍ଵର ଏହି ଜଗତର ଜ୍ଞାନକୁ କ'ଣ କରିଅଛନ୍ତି। ଏଠାରେ: “ବାସ୍ତବରେ ଈଶ୍ଵର ଏହି ଜଗତର ଜ୍ଞାନକୁ ମୁଁର୍ଖତାରେ ପରିଣତ କରିଅଛନ୍ତି।” କିମ୍ବା “ବ୍ୟବହୃତ ବାର୍ତ୍ତାରେ ଈଶ୍ଵରଙ୍କ ସନ୍ତୋଷ ଯେ, ସେହିସବୁ ବିଚାର ମୁଁର୍ଖତା ଅଟେ ” (ୟୁଡିବି) (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ସେମାନେ ଯେଉଁମାନେ ବିଶ୍ଵାସ କରନ୍ତି

ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ସମସ୍ତେ ଯେଉଁମାନେ ଏହା ବିଶ୍ଵାସ କରନ୍ତି” (ୟୁଡିବି) ଅଥବା ) “ଯେଉଁମାନେ ତାଙ୍କୁ ବିଶ୍ଵାସ କରନ୍ତି।”