# ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ?ଏହି ଜଗତର ତାର୍କିକ କାହିଁ? ପାଉଲ ଗୁରୁତ୍ଵ ଦିଅନ୍ତି ଯେ ପ୍ରକୃତରେ ଜ୍ଞାନୀଲୋକେ କେଉଁଠାରେ ମିଳନ୍ତି ନାହିଁ। ଏଠାରେ: “ସୁସମାଚାରର ଜ୍ଞାନର ତୁଳନାରେ, କୌଣସି ଜ୍ଞାନୀଲୋକ ନାହିଁ, ଶାସ୍ତ୍ରୀ ନାହିଁ, ତାର୍କିକ ନାହିଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ଶାସ୍ତ୍ରୀ ଏକ ବ୍ୟକ୍ତି, ଯିଏ ବହୁପରିମାଣରେ ଅଧ୍ୟୟନ କରିଥିବା ଜଣେ ବ୍ୟକ୍ତି ଭାବେ ପରିଚିତ। # ତାର୍କିକ ଏକ ବ୍ୟକ୍ତି, ଯିଏ ଯୁକ୍ତିତର୍କ ତାହାହିଁ କରେ ଯାହା ସେ ଜାଣେ କିମ୍ବା ଯିଏ ଏପରି ଯୁକ୍ତିତର୍କରେ ନିପୁଣ ଅଟେ। # ଈଶ୍ଵର କି ଏହି ଜଗତର ଜ୍ଞାନକୁ ମୂର୍ଖତାରେ ପରିଣତ କରିନାହାନ୍ତି? ବ୍ୟବହୃତ ପ୍ରଶ୍ନରେ ପାଉଲ ଗୁରୁତ୍ଵ ଦିଅନ୍ତି ଯେ ଈଶ୍ଵର ଏହି ଜଗତର ଜ୍ଞାନକୁ କ'ଣ କରିଅଛନ୍ତି। ଏଠାରେ: “ବାସ୍ତବରେ ଈଶ୍ଵର ଏହି ଜଗତର ଜ୍ଞାନକୁ ମୁଁର୍ଖତାରେ ପରିଣତ କରିଅଛନ୍ତି।” କିମ୍ବା “ବ୍ୟବହୃତ ବାର୍ତ୍ତାରେ ଈଶ୍ଵରଙ୍କ ସନ୍ତୋଷ ଯେ, ସେହିସବୁ ବିଚାର ମୁଁର୍ଖତା ଅଟେ ” (ୟୁଡିବି) (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ସେମାନେ ଯେଉଁମାନେ ବିଶ୍ଵାସ କରନ୍ତି ସମ୍ଭାବନା ଅର୍ଥ ଗୁଡିକ ହେଲା ୧) “ସମସ୍ତେ ଯେଉଁମାନେ ଏହା ବିଶ୍ଵାସ କରନ୍ତି” (ୟୁଡିବି) ଅଥବା ୨) “ଯେଉଁମାନେ ତାଙ୍କୁ ବିଶ୍ଵାସ କରନ୍ତି।”