Door43-Catalog_or_tn/1CO/01/18.md

15 lines
1.3 KiB
Markdown

# କୃଶ ବିଷୟକ ବାର୍ତ୍ତା
”କୃଶାର୍ପଣ ବିଷୟକ ଶିକ୍ଷା“ କିମ୍ବା “ଯୀଶୁ କୃଶ ଉପରେ ମୃତ୍ୟୁଭୋଗ କରିବା ବିଷୟକ ବାର୍ତ୍ତା” (ୟୁଡିବି)
# ମୂର୍ଖତା ଅଟେ
“ଅର୍ଥଶୁନ୍ୟ ଅଟେ” ଅଥବା “ନିର୍ବୋଧ ଅଟେ।”
# ଯେଉଁମାନେ ମୃତ୍ୟୁଭୋଗ କରୁଛନ୍ତି
“ମୃତ୍ୟୁଭୋଗ କରିବା” ଆତ୍ମିକ ମୃତ୍ୟୁର ପ୍ରକ୍ରିୟାକୁ ଦର୍ଶାଏ।
# ଏହା ଈଶ୍ଵରଙ୍କ ଶକ୍ତି ଅଟେ
“ଆମ୍ଭମାନଙ୍କ ଠାରେ ଈଶ୍ଵରହିଁ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରୁଅଛନ୍ତି”
# ବୁଦ୍ଧିମାନ୍ ମାନଙ୍କ ବୁଦ୍ଧିକୁ ବ୍ୟର୍ଥ କରିବା
ଏଠାରେ: “ବୁଦ୍ଧିମାନ୍ ଲୋକଙ୍କୁ ବିଭ୍ରାନ୍ତ କରିବା” କିମ୍ବା
“ବୁଦ୍ଧିମାନ୍ ଲୋକ ଯାହା ଯୋଜନା କରନ୍ତି ତାହାକୁ ସମ୍ପୁର୍ଣ୍ଣଭାବେ ବିଫଳ କରିବା”