Door43-Catalog_or_tn/1CO/01/18.md

1.3 KiB

କୃଶ ବିଷୟକ ବାର୍ତ୍ତା

”କୃଶାର୍ପଣ ବିଷୟକ ଶିକ୍ଷା“ କିମ୍ବା “ଯୀଶୁ କୃଶ ଉପରେ ମୃତ୍ୟୁଭୋଗ କରିବା ବିଷୟକ ବାର୍ତ୍ତା” (ୟୁଡିବି)

ମୂର୍ଖତା ଅଟେ

“ଅର୍ଥଶୁନ୍ୟ ଅଟେ” ଅଥବା “ନିର୍ବୋଧ ଅଟେ।”

ଯେଉଁମାନେ ମୃତ୍ୟୁଭୋଗ କରୁଛନ୍ତି

“ମୃତ୍ୟୁଭୋଗ କରିବା” ଆତ୍ମିକ ମୃତ୍ୟୁର ପ୍ରକ୍ରିୟାକୁ ଦର୍ଶାଏ।

ଏହା ଈଶ୍ଵରଙ୍କ ଶକ୍ତି ଅଟେ

“ଆମ୍ଭମାନଙ୍କ ଠାରେ ଈଶ୍ଵରହିଁ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରୁଅଛନ୍ତି”

ବୁଦ୍ଧିମାନ୍ ମାନଙ୍କ ବୁଦ୍ଧିକୁ ବ୍ୟର୍ଥ କରିବା

ଏଠାରେ: “ବୁଦ୍ଧିମାନ୍ ଲୋକଙ୍କୁ ବିଭ୍ରାନ୍ତ କରିବା” କିମ୍ବା “ବୁଦ୍ଧିମାନ୍ ଲୋକ ଯାହା ଯୋଜନା କରନ୍ତି ତାହାକୁ ସମ୍ପୁର୍ଣ୍ଣଭାବେ ବିଫଳ କରିବା”