14 lines
1.7 KiB
Markdown
14 lines
1.7 KiB
Markdown
# ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦିଏ
|
|
ପାଉଲ ବାହୁଲ୍ୟ ଭାବରେ ବର୍ଣ୍ଣନା କରନ୍ତି, ସେ କିପରି କୃତଜ୍ଞ ଯେ ସେ କୋରିନ୍ଥୀ ଅଧିକ ଲୋକଙ୍କୁ ବାପ୍ତିସ୍ମ ଦେଇ ନାହାନ୍ତି। (ଦେଖନ୍ତୁ: ଅତ୍ୟୁକ୍ତି)
|
|
|
|
# କ୍ରୀଷ୍ପ
|
|
ସେ ଯିହୁଦୀମାନଙ୍କ ସମାଜ ଗୃହ ଶାସକ ଥିଲେ ଯିଏ ପରେ ଖ୍ରୀଷ୍ଟିଆନ ହେଲେ।
|
|
|
|
# ଗାୟ
|
|
ସେ ପ୍ରେରିତ ପାଉଲଙ୍କ ସହିତ ଯାତ୍ରା କରିଥିଲେ।
|
|
|
|
# ଏହା ଏପରି ଯେ ତୁମ୍ଭେମାନେ ମୋ ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହି ପାରିବେ ନାହିଁ
|
|
“ଅଧିକ ଲୋକଙ୍କୁ ବାପ୍ତିସ୍ମ ଦେବାରୁ ମୁଁ କ୍ଷାନ୍ତ ହୋଇଅଛି, କାରଣ ମୁଁ ଭୟ କରୁଅଛି ଯେ ମୁଁ ସେମାନଙ୍କୁ ବାପ୍ତିସ୍ମ ଦେଇଅଛି ବୋଲି ହୋଇପାରେ ସେମାନେ ବୃଥା ଗର୍ବ କରିପାରନ୍ତି।” (ଦେଖନ୍ତୁ: ଧର୍ମତତ୍ତ୍ୱ; ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
|
|
|
|
# ସ୍ତିଫାନଙ୍କ ପରିଜନ
|
|
ସ୍ତିଫାନଙ୍କ ପରିବାରର ସଦସ୍ୟମାନଙ୍କୁ ଏବଂ ଗୃହର ଦାସମାନଙ୍କୁ ଏହା ଦର୍ଶାଏ ଯେଉଁଠାରେ ସେ ମୁଁଖିଆ ଥିଲେ। |