Door43-Catalog_or_tn/1CO/01/14.md

14 lines
1.7 KiB
Markdown
Raw Normal View History

2018-01-11 01:51:28 +00:00
# ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦିଏ
ପାଉଲ ବାହୁଲ୍ୟ ଭାବରେ ବର୍ଣ୍ଣନା କରନ୍ତି, ସେ କିପରି କୃତଜ୍ଞ ଯେ ସେ କୋରିନ୍ଥୀ ଅଧିକ ଲୋକଙ୍କୁ ବାପ୍ତିସ୍ମ ଦେଇ ନାହାନ୍ତି। (ଦେଖନ୍ତୁ: ଅତ୍ୟୁକ୍ତି)
# କ୍ରୀଷ୍ପ
ସେ ଯିହୁଦୀମାନଙ୍କ ସମାଜ ଗୃହ ଶାସକ ଥିଲେ ଯିଏ ପରେ ଖ୍ରୀଷ୍ଟିଆନ ହେଲେ।
# ଗାୟ
ସେ ପ୍ରେରିତ ପାଉଲଙ୍କ ସହିତ ଯାତ୍ରା କରିଥିଲେ।
# ଏହା ଏପରି ଯେ ତୁମ୍ଭେମାନେ ମୋ ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହି ପାରିବେ ନାହିଁ
“ଅଧିକ ଲୋକଙ୍କୁ ବାପ୍ତିସ୍ମ ଦେବାରୁ ମୁଁ କ୍ଷାନ୍ତ ହୋଇଅଛି, କାରଣ ମୁଁ ଭୟ କରୁଅଛି ଯେ ମୁଁ ସେମାନଙ୍କୁ ବାପ୍ତିସ୍ମ ଦେଇଅଛି ବୋଲି ହୋଇପାରେ ସେମାନେ ବୃଥା ଗର୍ବ କରିପାରନ୍ତି।” (ଦେଖନ୍ତୁ: ଧର୍ମତତ୍ତ୍ୱ; ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ସ୍ତିଫାନଙ୍କ ପରିଜନ
ସ୍ତିଫାନଙ୍କ ପରିବାରର ସଦସ୍ୟମାନଙ୍କୁ ଏବଂ ଗୃହର ଦାସମାନଙ୍କୁ ଏହା ଦର୍ଶାଏ ଯେଉଁଠାରେ ସେ ମୁଁଖିଆ ଥିଲେ।