14 lines
1.5 KiB
Markdown
14 lines
1.5 KiB
Markdown
# ତେଣୁ
|
||
“ପରିଣାମ ସ୍ଵରୁପେ”
|
||
|
||
# ଆତ୍ମିକ ଦାନରେ ଊଣାପଡ଼ ନାହିଁ
|
||
“ପ୍ରତ୍ୟେକ ଆତ୍ମିକ ଦାନ ପ୍ରାପ୍ତ ହୁଅ” (ଦେଖନ୍ତୁ: ଧର୍ମତତ୍ତ୍ୱ)
|
||
|
||
# ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନ
|
||
ସମ୍ଭାବ୍ୟ ଉତ୍ତର ଗୁଡିକ ହେଲା ୧) “ ଏହି ସମୟ ଯେତେବେଳେ ଈଶ୍ଵର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବେ” ଅଥବା ୨) “ ଏହି ସମୟ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ପ୍ରକାଶ କରିବେ”।
|
||
|
||
# ତୁମ୍ଭେମାନେ ଅନିନ୍ଦନୀୟ ହେବ
|
||
ଈଶ୍ଵରଙ୍କ ଠାରେ ତୁମ୍ଭମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ନିମନ୍ତେ କୌଣସି କାରଣ ନ ଥିବ ।
|
||
|
||
# ତାହାଙ୍କ ପୁତ୍ରଙ୍କ ସହଭାଗିତା ମଧ୍ୟରେ ସେ ତୁମ୍ଭମାନଙ୍କୁ ଆହୂତ କରିଅଛନ୍ତି
|
||
ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନୂତନ ଜୀବନରେ ଯୋଗ ଦେବା ନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ଆହୂତ କରିଅଛନ୍ତି। |