Door43-Catalog_or_tn/1CO/01/07.md

1.5 KiB
Raw Blame History

ତେଣୁ

“ପରିଣାମ ସ୍ଵରୁପେ”

ଆତ୍ମିକ ଦାନରେ ଊଣାପଡ଼ ନାହିଁ

“ପ୍ରତ୍ୟେକ ଆତ୍ମିକ ଦାନ ପ୍ରାପ୍ତ ହୁଅ” (ଦେଖନ୍ତୁ: ଧର୍ମତତ୍ତ୍ୱ)

ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନ

ସମ୍ଭାବ୍ୟ ଉତ୍ତର ଗୁଡିକ ହେଲା ୧) “ ଏହି ସମୟ ଯେତେବେଳେ ଈଶ୍ଵର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବେ” ଅଥବା ) “ ଏହି ସମୟ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ପ୍ରକାଶ କରିବେ”।

ତୁମ୍ଭେମାନେ ଅନିନ୍ଦନୀୟ ହେବ

ଈଶ୍ଵରଙ୍କ ଠାରେ ତୁମ୍ଭମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ନିମନ୍ତେ କୌଣସି କାରଣ ନ ଥିବ ।

ତାହାଙ୍କ ପୁତ୍ରଙ୍କ ସହଭାଗିତା ମଧ୍ୟରେ ସେ ତୁମ୍ଭମାନଙ୍କୁ ଆହୂତ କରିଅଛନ୍ତି

ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନୂତନ ଜୀବନରେ ଯୋଗ ଦେବା ନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ଆହୂତ କରିଅଛନ୍ତି।