Door43-Catalog_or_tn/1CO/01/01.md

1.6 KiB

ସୋସ୍ଥିନା ଆମ୍ଭମାନଙ୍କ ଭ୍ରାତା

ଏହା ସୁଚିତ କରେ ଯେ ପାଉଲ ଏବଂ କରିନ୍ଥୀୟ ମାନେ ଉଭୟେ ସୋସ୍ଥିନାଙ୍କୁ ଜାଣିଥିଲେ। ଏଠାରେ: “ତୁମ୍ଭେମାନେ ଏବଂ ମୁଁ ସୋସ୍ଥିନା ଭାଇଙ୍କୁ ଜାଣୁ।” (ଦେଖନ୍ତୁ ଅନୁବାଦ ନାମଗୁଡିକ)

ସାଧୁ ହେବା ନିମନ୍ତେ ଆହୂତ

ଏଠାରେ: “ସାଧୁ ହେବା ନିମନ୍ତେ ଈଶ୍ଵର ସେମାନଙ୍କୁ ଆହୂତ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସମସ୍ତଙ୍କ ସହିତ

ଅନ୍ୟ ଖ୍ରୀଷ୍ଟିଆନ ମାନଙ୍କ ସହିତ ମିଳିତ ଭାବରେ। ଏଠାରେ: “ମିଳିତ ଭାବରେ”

ସେମାନଙ୍କ ପ୍ରଭୁ ଏବଂ ଆମ୍ଭମାନଙ୍କ

ଯୀଶୁ, ପାଉଲ ଏବଂ କରିନ୍ଥୀୟମାନଙ୍କ ପ୍ରଭୁ ଅଟନ୍ତି ଏବଂ ସେହି ସମାନ ପ୍ରଭୁ ସମସ୍ତ ମଣ୍ଡଳୀର ମଧ୍ୟ। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ତୁମ୍ଭମାନଙ୍କୁ

ଏହି ଶବ୍ଦ “ତୁମ୍ଭମାନଙ୍କୁ” କରିନ୍ଥୀର ବିଶ୍ଵାସୀମାନଙ୍କୁ। (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)