15 lines
1.6 KiB
Markdown
15 lines
1.6 KiB
Markdown
|
# ସୋସ୍ଥିନା ଆମ୍ଭମାନଙ୍କ ଭ୍ରାତା
|
||
|
ଏହା ସୁଚିତ କରେ ଯେ ପାଉଲ ଏବଂ କରିନ୍ଥୀୟ ମାନେ ଉଭୟେ ସୋସ୍ଥିନାଙ୍କୁ ଜାଣିଥିଲେ।
|
||
|
ଏଠାରେ: “ତୁମ୍ଭେମାନେ ଏବଂ ମୁଁ ସୋସ୍ଥିନା ଭାଇଙ୍କୁ ଜାଣୁ।” (ଦେଖନ୍ତୁ ଅନୁବାଦ ନାମଗୁଡିକ)
|
||
|
|
||
|
# ସାଧୁ ହେବା ନିମନ୍ତେ ଆହୂତ
|
||
|
ଏଠାରେ: “ସାଧୁ ହେବା ନିମନ୍ତେ ଈଶ୍ଵର ସେମାନଙ୍କୁ ଆହୂତ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
|
||
|
|
||
|
# ସମସ୍ତଙ୍କ ସହିତ
|
||
|
ଅନ୍ୟ ଖ୍ରୀଷ୍ଟିଆନ ମାନଙ୍କ ସହିତ ମିଳିତ ଭାବରେ। ଏଠାରେ: “ମିଳିତ ଭାବରେ”
|
||
|
|
||
|
# ସେମାନଙ୍କ ପ୍ରଭୁ ଏବଂ ଆମ୍ଭମାନଙ୍କ
|
||
|
ଯୀଶୁ, ପାଉଲ ଏବଂ କରିନ୍ଥୀୟମାନଙ୍କ ପ୍ରଭୁ ଅଟନ୍ତି ଏବଂ ସେହି ସମାନ ପ୍ରଭୁ ସମସ୍ତ ମଣ୍ଡଳୀର ମଧ୍ୟ। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)
|
||
|
|
||
|
# ତୁମ୍ଭମାନଙ୍କୁ
|
||
|
ଏହି ଶବ୍ଦ “ତୁମ୍ଭମାନଙ୍କୁ” କରିନ୍ଥୀର ବିଶ୍ଵାସୀମାନଙ୍କୁ। (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)
|