Door43-Catalog_or_tn/JAS/05/16.md

20 lines
1.6 KiB
Markdown

# ପରସ୍ପର ନିକଟରେ
“ପରସ୍ପର ମଧ୍ୟରେ”
# ଜଣେ ଅନ୍ୟମାନଙ୍କ ନିମନ୍ତେ
“ପରସ୍ପର ନିମନ୍ତେ”
# ତୁମ୍ଭେମାନେ ଯେ ସୁସ୍ଥ ହୋଇପାର
ଏହା ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ସହ ଅନୁବାଦ କରିପାର : “ଯେପରି ଈଶ୍ୱର ତୁମ୍ଭମାନଙ୍କୁ ସୁସ୍ଥ କରିପାରନ୍ତି ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଧାର୍ମିକର ପ୍ରାର୍ଥନା ମହତ କାର୍ଯ୍ୟ ସାଧନ କରେ
ଏହିଭଳି ଭାବେ ଅନୁବାଦ କରିପାର “ଯେତେବେଳେ ଯେଉଁ ବ୍ୟକ୍ତି ଈଶ୍ୱରଙ୍କୁ ମାନେ ପ୍ରାର୍ଥନା କରେ , ଈଶ୍ୱର ମହତ କାର୍ଯ୍ୟ ସାଧନ କରିବେ ”|
# ଆନ୍ଦୋଳିତ
“ମହତ ଚେଷ୍ଟା ସହ ” ବା “ମହତ ଶକ୍ତିର ପରିମାଣ ସହ ” ବା “ମହତ ଆନ୍ତରିକ ସହ ”
# ତିନି…ଛଅ
“୩…୬” (ଦେଖ: ସଂଖ୍ୟାଗୁଡିକର ଅନୁବାଦ)
# ସ୍ୱର୍ଗସମୂହ ବର୍ଷା ଢାଳିଲେ
“ସ୍ୱର୍ଗସମୂହ” ଏଠାରେ ଈଶ୍ୱରଙ୍କୁ ବୁଝାଏ |ଏହିଭଳି ଭାବେ ଅନୁବାଦ କରିପାର “ଈଶ୍ୱର ଏହି ବୃଷ୍ଟି କଲେ ”|(ଦେଖ: ମୂଳବସ୍ତୁ ସୂଚକ)