Door43-Catalog_or_tn/JAS/05/16.md

1.6 KiB

ପରସ୍ପର ନିକଟରେ

“ପରସ୍ପର ମଧ୍ୟରେ”

ଜଣେ ଅନ୍ୟମାନଙ୍କ ନିମନ୍ତେ

“ପରସ୍ପର ନିମନ୍ତେ”

ତୁମ୍ଭେମାନେ ଯେ ସୁସ୍ଥ ହୋଇପାର

ଏହା ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ସହ ଅନୁବାଦ କରିପାର : “ଯେପରି ଈଶ୍ୱର ତୁମ୍ଭମାନଙ୍କୁ ସୁସ୍ଥ କରିପାରନ୍ତି ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଧାର୍ମିକର ପ୍ରାର୍ଥନା ମହତ କାର୍ଯ୍ୟ ସାଧନ କରେ

ଏହିଭଳି ଭାବେ ଅନୁବାଦ କରିପାର “ଯେତେବେଳେ ଯେଉଁ ବ୍ୟକ୍ତି ଈଶ୍ୱରଙ୍କୁ ମାନେ ପ୍ରାର୍ଥନା କରେ , ଈଶ୍ୱର ମହତ କାର୍ଯ୍ୟ ସାଧନ କରିବେ ”|

ଆନ୍ଦୋଳିତ

“ମହତ ଚେଷ୍ଟା ସହ ” ବା “ମହତ ଶକ୍ତିର ପରିମାଣ ସହ ” ବା “ମହତ ଆନ୍ତରିକ ସହ ”

ତିନି…ଛଅ

“୩…୬” (ଦେଖ: ସଂଖ୍ୟାଗୁଡିକର ଅନୁବାଦ)

ସ୍ୱର୍ଗସମୂହ ବର୍ଷା ଢାଳିଲେ

“ସ୍ୱର୍ଗସମୂହ” ଏଠାରେ ଈଶ୍ୱରଙ୍କୁ ବୁଝାଏ |ଏହିଭଳି ଭାବେ ଅନୁବାଦ କରିପାର “ଈଶ୍ୱର ଏହି ବୃଷ୍ଟି କଲେ ”|(ଦେଖ: ମୂଳବସ୍ତୁ ସୂଚକ)