Door43-Catalog_or_tn/JAS/05/04.md

4.2 KiB

ଯାକୁଵ ଧନୀ ଯିହୂଦୀମାନଙ୍କୁ ଅନୁଯୋଗ କରନ୍ତି ଯିଏ ଭାବନ୍ତି ସେମାନେ ବିଶ୍ୱାସୀମାନେ ଅଟନ୍ତି କିନ୍ତୁ ସତ୍ୟ ବିଶ୍ୱାସୀ ଭାବେ କର୍ମ କରନ୍ତି ନାହିଁ |

ଦେଖ

“ଦେଖ” ଶବ୍ଦଟି କଣ ଅନୁକରଣ କରେ ଏଠାରେ ଗୁରୁତ୍ତ୍ୱତା ଯୋଗ କରେ | ଏହିଭଳି ଅନୁବାଦ କରିପାରନ୍ତି “ଏହା ବିଷୟରେ ବିବେଚନା କର ”|

ଶସ୍ୟଛେଦନକାରୀମାନଙ୍କୁ ମୂଲ ଦିଅ …ଚିତ୍କାର କର

ଏଠାରେ, “ମୂଲ ଦିଅ” ଜଣେ ବ୍ୟକ୍ତିରୂପେ ଯିଏ ଚିତ୍କାର କରେ ସୂଚାଏ |ଏହିଭଳି ଅନୁବାଦ କରିପାରନ୍ତି “ଶସ୍ୟଛେଦନକାରୀମାନଙ୍କୁ…ଚିତ୍କାର କର”| (ଦେଖ: ବ୍ୟକ୍ତିତ୍ୱ)

ଶସ୍ୟଛେଦନକାରୀମାନଙ୍କୁ ମୂଲ ଦିଅ …ଚିତ୍କାର କର !

ଅନ୍ୟ ଭାଷାନ୍ତରରେ: “ତୁମ୍ଭେମାନେ ଶସ୍ୟଛେଦନକାରୀକୁ ମୂଲ ଦେଇ ନାହଁ ଯିଏ ତୁମ୍ଭ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ମୂଲ ଦେଇ ନାହିଁ ଏବଂ ସେମାନେ ସେମାନଙ୍କ ଦେୟ ପାଇଁ ଚିତ୍କାର କରନ୍ତି ” (ଦେଖ: ଶବ୍ଦ କ୍ରମନ୍ୱୟ) ଅନୁବାଦର କ୍ଷୁଦ୍ର ଟିପ୍ପଣୀ

ପୁଣି ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି |

ଏହିଭଳି ଅନୁବାଦ କରିପାର “ପୁଣି ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ପ୍ରବେଶ କରିଅଛି”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣ

ଯକୁବଙ୍କୁ ବ୍ୟବଚ୍ଛେଦର ବ୍ୟବହାର କରନ୍ତି “କର୍ଣ୍ଣଗୁଡିକ” ପ୍ରଭୁଙ୍କୁ ବୁଝାଏ | ଏହିଭଳି ଅନୁବାଦ କରିପାର “ସର୍ବଶକ୍ତିମାନ ପ୍ରଭୁ ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ଶୁଣିଅଛନ୍ତି” (ଦେଖ: ଧର୍ମସମ୍ବନ୍ଧୀୟ ବିଷୟ)

ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ |

“ତୁମ୍ଭେମାନେ ଅଧିକା ଧନ ଏବଂ ଅଧିକାର ଜଣକ ଆବଶ୍ୟକତାଠାରୁ ଅଧିକା ସଂଗ୍ରହ କରିଅଛ”|

ତୁମ୍ଭେମାନେ ବଧ ଦିନରେ ଆପଣା ଆପଣା ମନକୁ ତୃପ୍ତ କରିଅଛ

ଏହା ଧନୀ ଲୋକର କୃପଣ ଓ ଇଛାକୁ ବୁଝାଏ ଗୋଟିଏ ଗାଈ ପାଇଁ ଅଧିକା ଖାଏ ମୋଟା ହେବା ପର୍ଯ୍ୟନ୍ତ ଯେ ଖାଦ୍ୟ ନିମନ୍ତେ ବଧ ହୁଏ | ଏହିଭଳି ଅନୁବାଦ କରିପାର: “ତୁମ୍ଭମାନଙ୍କର କୃପଣତା ତୁମ୍ଭମାନଙ୍କୁ କେବଳ କଠିନ ଅନନ୍ତ ବିଚାର ନିମନ୍ତେ ପ୍ରସ୍ତୁତ କରିଅଛ ”| (ଦେଖ: ତୁଳନାତ୍ମକ)

ଧାର୍ମିକତା ବ୍ୟକ୍ତି

“ କଣ ଠିକ ଜଣେ ଯିଏ କରେ ”

ତୁମ୍ଭମାନଙ୍କୁ ପ୍ରତିରୋଧ କରେ ନାହିଁ

“ତୁମ୍ଭମାନଙ୍କୁ ବାଧା ଦିଏ ନାହିଁ ”