ଯାକୁଵ ଧନୀ ଯିହୂଦୀମାନଙ୍କୁ ଅନୁଯୋଗ କରନ୍ତି ଯିଏ ଭାବନ୍ତି ସେମାନେ ବିଶ୍ୱାସୀମାନେ ଅଟନ୍ତି କିନ୍ତୁ ସତ୍ୟ ବିଶ୍ୱାସୀ ଭାବେ କର୍ମ କରନ୍ତି ନାହିଁ | # ଦେଖ “ଦେଖ” ଶବ୍ଦଟି କଣ ଅନୁକରଣ କରେ ଏଠାରେ ଗୁରୁତ୍ତ୍ୱତା ଯୋଗ କରେ | ଏହିଭଳି ଅନୁବାଦ କରିପାରନ୍ତି “ଏହା ବିଷୟରେ ବିବେଚନା କର ”| # ଶସ୍ୟଛେଦନକାରୀମାନଙ୍କୁ ମୂଲ ଦିଅ …ଚିତ୍କାର କର ଏଠାରେ, “ମୂଲ ଦିଅ” ଜଣେ ବ୍ୟକ୍ତିରୂପେ ଯିଏ ଚିତ୍କାର କରେ ସୂଚାଏ |ଏହିଭଳି ଅନୁବାଦ କରିପାରନ୍ତି “ଶସ୍ୟଛେଦନକାରୀମାନଙ୍କୁ…ଚିତ୍କାର କର”| (ଦେଖ: ବ୍ୟକ୍ତିତ୍ୱ) # ଶସ୍ୟଛେଦନକାରୀମାନଙ୍କୁ ମୂଲ ଦିଅ …ଚିତ୍କାର କର ! ଅନ୍ୟ ଭାଷାନ୍ତରରେ: “ତୁମ୍ଭେମାନେ ଶସ୍ୟଛେଦନକାରୀକୁ ମୂଲ ଦେଇ ନାହଁ ଯିଏ ତୁମ୍ଭ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ମୂଲ ଦେଇ ନାହିଁ ଏବଂ ସେମାନେ ସେମାନଙ୍କ ଦେୟ ପାଇଁ ଚିତ୍କାର କରନ୍ତି ” (ଦେଖ: ଶବ୍ଦ କ୍ରମନ୍ୱୟ) ଅନୁବାଦର କ୍ଷୁଦ୍ର ଟିପ୍ପଣୀ # ପୁଣି ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି | ଏହିଭଳି ଅନୁବାଦ କରିପାର “ପୁଣି ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ପ୍ରବେଶ କରିଅଛି”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ) # ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣ ଯକୁବଙ୍କୁ ବ୍ୟବଚ୍ଛେଦର ବ୍ୟବହାର କରନ୍ତି “କର୍ଣ୍ଣଗୁଡିକ” ପ୍ରଭୁଙ୍କୁ ବୁଝାଏ | ଏହିଭଳି ଅନୁବାଦ କରିପାର “ସର୍ବଶକ୍ତିମାନ ପ୍ରଭୁ ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ଶୁଣିଅଛନ୍ତି” (ଦେଖ: ଧର୍ମସମ୍ବନ୍ଧୀୟ ବିଷୟ) # ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ | “ତୁମ୍ଭେମାନେ ଅଧିକା ଧନ ଏବଂ ଅଧିକାର ଜଣକ ଆବଶ୍ୟକତାଠାରୁ ଅଧିକା ସଂଗ୍ରହ କରିଅଛ”| # ତୁମ୍ଭେମାନେ ବଧ ଦିନରେ ଆପଣା ଆପଣା ମନକୁ ତୃପ୍ତ କରିଅଛ ଏହା ଧନୀ ଲୋକର କୃପଣ ଓ ଇଛାକୁ ବୁଝାଏ ଗୋଟିଏ ଗାଈ ପାଇଁ ଅଧିକା ଖାଏ ମୋଟା ହେବା ପର୍ଯ୍ୟନ୍ତ ଯେ ଖାଦ୍ୟ ନିମନ୍ତେ ବଧ ହୁଏ | ଏହିଭଳି ଅନୁବାଦ କରିପାର: “ତୁମ୍ଭମାନଙ୍କର କୃପଣତା ତୁମ୍ଭମାନଙ୍କୁ କେବଳ କଠିନ ଅନନ୍ତ ବିଚାର ନିମନ୍ତେ ପ୍ରସ୍ତୁତ କରିଅଛ ”| (ଦେଖ: ତୁଳନାତ୍ମକ) # ଧାର୍ମିକତା ବ୍ୟକ୍ତି “ କଣ ଠିକ ଜଣେ ଯିଏ କରେ ” # ତୁମ୍ଭମାନଙ୍କୁ ପ୍ରତିରୋଧ କରେ ନାହିଁ “ତୁମ୍ଭମାନଙ୍କୁ ବାଧା ଦିଏ ନାହିଁ ”