Door43-Catalog_or_tn/JAS/04/15.md

1.0 KiB

ଆମ୍ଭେମାନେ ବଞ୍ଚିବା

ଶବ୍ବଟି “ଆମ୍ଭେ” ସିଧାସଳଖ ଯାକୁଵ ବା ତାଙ୍କ ଶ୍ରୋତାମାନଙ୍କୁ ବୁଝାଏ ନାହିଁ କିନ୍ତୁ ଉଦାହରଣରୂପେ ଯାକୁଵଙ୍କ ଶ୍ରୋତାମାନେ କିପରି ବ୍ୟବହାର କରିବା ଉଚିତ |

ଆମ୍ଭେମାନେ ଏହା ବା ତାହା କରିବା

ଏହିଭଳି ଭାବେ ଅନୁବାଦ କରିପାରନ୍ତି “କର ଯାହା ଆମ୍ଭେମାନେ କରିବାକୁ ଯୋଜନା କରିଅଛୁ |”

ତାହାଙ୍କୁ କିଏ ଜାଣନ୍ତି

ଯାକୁଵ କାହାକୁ ସିଧାସଳଖ ବାକ୍ୟରେ ସମ୍ବୋଧନ କରୁନାହାନ୍ତି “ ତାହାଙ୍କୁ”, କିନ୍ତୁ ଯିଏକି ଉତ୍ତମ କର୍ମ କରିବ ମାତ୍ର କରେ ନାହିଁ |