# ଆମ୍ଭେମାନେ ବଞ୍ଚିବା ଶବ୍ବଟି “ଆମ୍ଭେ” ସିଧାସଳଖ ଯାକୁଵ ବା ତାଙ୍କ ଶ୍ରୋତାମାନଙ୍କୁ ବୁଝାଏ ନାହିଁ କିନ୍ତୁ ଉଦାହରଣରୂପେ ଯାକୁଵଙ୍କ ଶ୍ରୋତାମାନେ କିପରି ବ୍ୟବହାର କରିବା ଉଚିତ | # ଆମ୍ଭେମାନେ ଏହା ବା ତାହା କରିବା ଏହିଭଳି ଭାବେ ଅନୁବାଦ କରିପାରନ୍ତି “କର ଯାହା ଆମ୍ଭେମାନେ କରିବାକୁ ଯୋଜନା କରିଅଛୁ |” # ତାହାଙ୍କୁ କିଏ ଜାଣନ୍ତି ଯାକୁଵ କାହାକୁ ସିଧାସଳଖ ବାକ୍ୟରେ ସମ୍ବୋଧନ କରୁନାହାନ୍ତି “ ତାହାଙ୍କୁ”, କିନ୍ତୁ ଯିଏକି ଉତ୍ତମ କର୍ମ କରିବ ମାତ୍ର କରେ ନାହିଁ |