Door43-Catalog_or_tn/JAS/04/08.md

29 lines
4.8 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ତୁମ୍ଭମାନଙ୍କର ନିକଟବର୍ତ୍ତୀ
ଶବ୍ଦଟି “ତୁମ୍ଭେମାନେ” ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାଏ | କିନ୍ତୁ ବିଶେଷତଃ ଅଧିକା ଯେଉଁମାନେ ଆତ୍ମାରେ ଗର୍ବୀ ଗୋଟିଏ ଅନୁତାପର ଆହ୍ୱାନ |(ଦେଖ: ତୁମ ର ବ୍ୟବହାର)
# ହସ୍ତ ପ୍ରକ୍ଷାଳନ କରିବା , ତୁମ୍ଭେମାନେ ପାପୀମାନେ , ଏବଂ ତୁମ୍ଭମାନଙ୍କର ହୃଦୟ ପରିଷ୍କାର କର , ତୁମ୍ଭେମାନେ ଦୈତମନା ଲୋକ
ଗଦ୍ୟାଂଶଟି “ତୁମ ହସ୍ତ ପ୍ରକ୍ଷାଳନ କରିବା” ଅନ୍ୟଭାବରେ ଉକ୍ତିଟି ରୂପେ “ତୁମ୍ଭମାନଙ୍କର ହୃଦୟ ପରିଷ୍କାର କର ” ଏବଂ “ତୁମ୍ଭେମାନେ ପାପୀମାନେ”
ପୁନରୁକ୍ତି ରୂପେ “ତୁମ୍ଭେମାନେ ଦୈତମନା ଲୋକ”| ଦେଖ:ସମାନ୍ତରିକ)
# ହସ୍ତ ପ୍ରକ୍ଷାଳନ କରିବା
ସମ୍ଭାବ୍ୟ ଅର୍ଥଗୁଡିକ ଯଥା ୧) ଜଣେ ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ବ୍ୟବହାର ବା କର୍ମଗୁଡିକ ସଫା କରିବା ବା ) ଜଣେ ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ପାପପୂର୍ଣ୍ଣ ବ୍ୟବହାର ବା କର୍ମଗୁଡିକରୁ ଅନୁତାପ ଓ ସ୍ୱୀକାର କରିବା |ଏହିଭଳି ଭାବେ “ ଏହିପରି ବ୍ୟବହାର କର ଯେ ଈଶ୍ୱର ଗୌରବାନ୍ୱିତ ହେବେ ” |ଦେଖ: ମୂଳବସ୍ତୁ ସୂଚକ ଶବ୍ଦ)
# ତୁମ୍ଭମାନଙ୍କର ହୃଦୟଗୁଡିକୁ ପରିଷ୍କାର କର
ଏଠାରେ, “ହୃଦୟଗୁଡିକୁ” ମୂଳବସ୍ତୁ ସୂଚକ ଶବ୍ଦଟି ଯେ ଗୋଟିଏ ବ୍ୟକ୍ତିର ଚିନ୍ତାଧାରା ଏବଂ ଭାବପ୍ରବଣତାଗୁଡିକକୁ ବୁଝାଏ | ଏହିଭଳି ଭାବେ ଅନୁବାଦ କରିପାର “ତୁମ୍ଭମାନଙ୍କର ଚିନ୍ତାଧାରାଗୁଡିକ ଈଶ୍ୱରଙ୍କୁ ଗୌରବ ହେଉ ”|
# ଦୁଇମନା ଲୋକ
ଶବ୍ଦଟି “ଦୈତମନା ଲୋକ” ଗୋଟିଏ ମୂଳବସ୍ତୁ ସୂଚକ ଯେ ଗୋଟିଏ ବ୍ୟକ୍ତିର ଚିନ୍ତାଧାରାଗୁଡିକ ଯେତେବେଳେ ସେ ନିଷ୍ପତ୍ତି ନେବାରେ ଅକ୍ଷମ ହୁଏ | ଏଠାରେ ଏହାପରି ମଧ୍ୟ ଅନୁବାଦ କରିପାରିବ
“ଦୁଇମନା ଲୋକ” ବା “ଲୋକେ ଯିଏ ନିଷ୍ପତ୍ତି ନେଇ ପାରନ୍ତି ନାହିଁ ଯଦି ତୁମ୍ଭେମାନେ ଈଶ୍ୱରଙ୍କୁ ମାନିବା ବା ନାହିଁ ”|
# ଦୁଃଖ ଦେବା ଏବଂ ଶୋକ କରିବା
ଏହା ଗୁରୁତ୍ତ୍ୱ ଦେବା ପାଇଁ ଏକା କଥା ଭିନ୍ନଭାବେରେ କହିବା | ଏହିଭଳି ଭାବେ ଅନୁବାଦ କରିପାର “ଗଭୀରଭାବେ ଦୁଃଖ ଦେବା” | (ଦେଖ:ଦୈତତା)
# ତୁମ୍ଭମାନଙ୍କର ଦୁଃଖ ଆନନ୍ଦରେ ପରିଣତ ହେବ ଏବଂ ତୁମ୍ଭମାନଙ୍କର ଆନନ୍ଦ ବିଷାଦ ଓ ନିରାନନ୍ଦ ହେବ
ଏହା ଗୁରୁତ୍ତ୍ୱ ଦେବା ପାଇଁ ଏକା କଥା ଭିନ୍ନଭାବେରେ କହିବା | ଏହିଭଳି ଭାବେ ଅନୁବାଦ କରିପାର “ତତ୍‌କ୍ଷଣାତ୍, ତୁମ୍ଭମାନଙ୍କର ସମସ୍ତ ହସିବା ବନ୍ଦ କର ଏବଂ ତୁମ୍ଭେମାନେ ଦୁଃଖିତ ବୋଲି ଈଶ୍ୱରଙ୍କୁ କହିବା ଆରମ୍ଭ କରନ୍ତୁ” |
# ତୁମ୍ଭେମାନେ ଆପଣା ଆପଣା ପ୍ରଭୁଙ୍କ ଛାମୁରେ ନମ୍ର ହୁଅ
“ଈଶ୍ୱରଙ୍କ ପ୍ରତି ନମ୍ର ହୁଅ ”
# ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ
ଏହା ଗୋଟିଏ ଗଦ୍ୟାଂଶ ଟି ଯେ ଏହିଭଳି ଭାବେ ଅନୁବାଦ କରିପାରିବେ “ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ”|
(ଦେଖ:ଗଦ୍ୟାଂଶ )