Door43-Catalog_or_tn/JAS/04/08.md

4.8 KiB
Raw Blame History

ତୁମ୍ଭମାନଙ୍କର ନିକଟବର୍ତ୍ତୀ

ଶବ୍ଦଟି “ତୁମ୍ଭେମାନେ” ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାଏ | କିନ୍ତୁ ବିଶେଷତଃ ଅଧିକା ଯେଉଁମାନେ ଆତ୍ମାରେ ଗର୍ବୀ ଗୋଟିଏ ଅନୁତାପର ଆହ୍ୱାନ |(ଦେଖ: ତୁମ ର ବ୍ୟବହାର)

ହସ୍ତ ପ୍ରକ୍ଷାଳନ କରିବା , ତୁମ୍ଭେମାନେ ପାପୀମାନେ , ଏବଂ ତୁମ୍ଭମାନଙ୍କର ହୃଦୟ ପରିଷ୍କାର କର , ତୁମ୍ଭେମାନେ ଦୈତମନା ଲୋକ

ଗଦ୍ୟାଂଶଟି “ତୁମ ହସ୍ତ ପ୍ରକ୍ଷାଳନ କରିବା” ଅନ୍ୟଭାବରେ ଉକ୍ତିଟି ରୂପେ “ତୁମ୍ଭମାନଙ୍କର ହୃଦୟ ପରିଷ୍କାର କର ” ଏବଂ “ତୁମ୍ଭେମାନେ ପାପୀମାନେ” ପୁନରୁକ୍ତି ରୂପେ “ତୁମ୍ଭେମାନେ ଦୈତମନା ଲୋକ”| ଦେଖ:ସମାନ୍ତରିକ)

ହସ୍ତ ପ୍ରକ୍ଷାଳନ କରିବା

ସମ୍ଭାବ୍ୟ ଅର୍ଥଗୁଡିକ ଯଥା ୧) ଜଣେ ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ବ୍ୟବହାର ବା କର୍ମଗୁଡିକ ସଫା କରିବା ବା ) ଜଣେ ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ପାପପୂର୍ଣ୍ଣ ବ୍ୟବହାର ବା କର୍ମଗୁଡିକରୁ ଅନୁତାପ ଓ ସ୍ୱୀକାର କରିବା |ଏହିଭଳି ଭାବେ “ ଏହିପରି ବ୍ୟବହାର କର ଯେ ଈଶ୍ୱର ଗୌରବାନ୍ୱିତ ହେବେ ” |ଦେଖ: ମୂଳବସ୍ତୁ ସୂଚକ ଶବ୍ଦ)

ତୁମ୍ଭମାନଙ୍କର ହୃଦୟଗୁଡିକୁ ପରିଷ୍କାର କର

ଏଠାରେ, “ହୃଦୟଗୁଡିକୁ” ମୂଳବସ୍ତୁ ସୂଚକ ଶବ୍ଦଟି ଯେ ଗୋଟିଏ ବ୍ୟକ୍ତିର ଚିନ୍ତାଧାରା ଏବଂ ଭାବପ୍ରବଣତାଗୁଡିକକୁ ବୁଝାଏ | ଏହିଭଳି ଭାବେ ଅନୁବାଦ କରିପାର “ତୁମ୍ଭମାନଙ୍କର ଚିନ୍ତାଧାରାଗୁଡିକ ଈଶ୍ୱରଙ୍କୁ ଗୌରବ ହେଉ ”|

ଦୁଇମନା ଲୋକ

ଶବ୍ଦଟି “ଦୈତମନା ଲୋକ” ଗୋଟିଏ ମୂଳବସ୍ତୁ ସୂଚକ ଯେ ଗୋଟିଏ ବ୍ୟକ୍ତିର ଚିନ୍ତାଧାରାଗୁଡିକ ଯେତେବେଳେ ସେ ନିଷ୍ପତ୍ତି ନେବାରେ ଅକ୍ଷମ ହୁଏ | ଏଠାରେ ଏହାପରି ମଧ୍ୟ ଅନୁବାଦ କରିପାରିବ “ଦୁଇମନା ଲୋକ” ବା “ଲୋକେ ଯିଏ ନିଷ୍ପତ୍ତି ନେଇ ପାରନ୍ତି ନାହିଁ ଯଦି ତୁମ୍ଭେମାନେ ଈଶ୍ୱରଙ୍କୁ ମାନିବା ବା ନାହିଁ ”|

ଦୁଃଖ ଦେବା ଏବଂ ଶୋକ କରିବା

ଏହା ଗୁରୁତ୍ତ୍ୱ ଦେବା ପାଇଁ ଏକା କଥା ଭିନ୍ନଭାବେରେ କହିବା | ଏହିଭଳି ଭାବେ ଅନୁବାଦ କରିପାର “ଗଭୀରଭାବେ ଦୁଃଖ ଦେବା” | (ଦେଖ:ଦୈତତା)

ତୁମ୍ଭମାନଙ୍କର ଦୁଃଖ ଆନନ୍ଦରେ ପରିଣତ ହେବ ଏବଂ ତୁମ୍ଭମାନଙ୍କର ଆନନ୍ଦ ବିଷାଦ ଓ ନିରାନନ୍ଦ ହେବ

ଏହା ଗୁରୁତ୍ତ୍ୱ ଦେବା ପାଇଁ ଏକା କଥା ଭିନ୍ନଭାବେରେ କହିବା | ଏହିଭଳି ଭାବେ ଅନୁବାଦ କରିପାର “ତତ୍‌କ୍ଷଣାତ୍, ତୁମ୍ଭମାନଙ୍କର ସମସ୍ତ ହସିବା ବନ୍ଦ କର ଏବଂ ତୁମ୍ଭେମାନେ ଦୁଃଖିତ ବୋଲି ଈଶ୍ୱରଙ୍କୁ କହିବା ଆରମ୍ଭ କରନ୍ତୁ” |

ତୁମ୍ଭେମାନେ ଆପଣା ଆପଣା ପ୍ରଭୁଙ୍କ ଛାମୁରେ ନମ୍ର ହୁଅ

“ଈଶ୍ୱରଙ୍କ ପ୍ରତି ନମ୍ର ହୁଅ ”

ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ

ଏହା ଗୋଟିଏ ଗଦ୍ୟାଂଶ ଟି ଯେ ଏହିଭଳି ଭାବେ ଅନୁବାଦ କରିପାରିବେ “ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ”| (ଦେଖ:ଗଦ୍ୟାଂଶ )