Door43-Catalog_or_tn/JAS/04/01.md

31 lines
5.0 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ତୁମ୍ଭମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ଆସିଅଛି ?
ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ଯେ ଯାକୁଵ ଶିକ୍ଷା ଦେଇ ବ୍ୟବହାର କରନ୍ତି ଏବଂ ତାଙ୍କ ଶ୍ରୋତାଙ୍କୁ ଅନୁଯୋଗ କରନ୍ତି | ଆଉ, “ଯୁଦ୍ଧ ଓ ବିବାଦ” ଗୋଟିଏ ଦୈତଅର୍ଥବୋଧକ ଅଟେ | ଏକାକଥା ଏକାଗ୍ରତ ନିମନ୍ତେ ବିଭିନ୍ନ ମାର୍ଗରେ ସେମାନେ କହନ୍ତି | ଏହିଭଳି ରୂପେ ଅନୁବାଦ କରିପାର : “ମୁଁ ଜାଣେ କାହିଁକି ତୁମେ ନିରନ୍ତର ପ୍ରତ୍ୟେକ ପ୍ରତ୍ୟେକଙ୍କ ମଧ୍ୟରେ ଯୁକ୍ତି କର ” | (ଦେଖ:
ଆଳଙ୍କାରିକ ପ୍ରଶ୍ନ ଏବଂ ଦୈତଅର୍ଥବୋଧକ)
# ତୁମ୍ଭେମାନେ ନିଜେ…ତୁମର…ତୁମେ
୪:୧
୩ରେ ଏହି ସର୍ବନାମଗୁଡିକ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାଙ୍କୁ ବୁଝାଏ |
(ଦେଖ: ତୁମ'ର ବ୍ୟବହାରଗୁଡିକ )
# ତୁମ୍ଭମାନଙ୍କର ମନ୍ଦତାରୁ ଏହା ଉତ୍ପନ୍ନ ହୁଏ ନାହିଁ କି | ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ଯେଉଁଟା ଯାକୁଵ ତାଙ୍କ ଶ୍ରୋତାଙ୍କୁ ଅନୁଯୋଗ କରନ୍ତି | ଏହିଭଳି ରୂପେ ବାକ୍ୟାଂଶଟି ଅନୁବାଦ କରିପାର : “ଏହା ତୁମ୍ଭମାନଙ୍କର ମନ୍ଦତାରୁ ଉତ୍ପନ୍ନ ହୁଏ” ବା “ଏହା ତୁମ୍ଭମାନଙ୍କର ମନ୍ଦତା କାରଣରୁ ହୁଏ ”|
# କାମନା ଯେ ଯୁଦ୍ଧ
ଏଠାରେ ଯାକୁଵ ବ୍ୟକ୍ତିତ୍ୱକୁ ପ୍ରକାଶ କରେ “ମନ୍ଦ କାମନା” ଯେପରି ଜଣେ ସୈନିକ ଯେ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରେ | ଏହିଭଳି ରୂପେ ଅନୁବାଦ କରିପାର “ତୁମ୍ଭେମାନେ ଇଛାକର ମନ୍ଦ ଅଟେ ଏବଂ ତୁମ୍ଭେମାନେ ଅନ୍ୟ ବିଶ୍ୱାସୀମାନଙ୍କର ଅଭାବ ବିଷୟରେ ତତ୍ତ୍ୱ ନିଅ ନାହିଁ ” | (ଦେଖ: ବ୍ୟକ୍ତିତ୍ୱତା ପ୍ରକାଶ)
# ତୁମ୍ଭମାନଙ୍କର ସହ ବିଶ୍ୱାସୀମାନଙ୍କ ମଧ୍ୟରୁ କି?
“ତୁମ୍ଭମାନଙ୍କର ସଭ୍ୟମାନଙ୍କ ମଧ୍ୟରୁ” | ସମ୍ଭାବ୍ୟ ଅର୍ଥଗୁଡିକ ହେଲା ୧) ସେଠାରେ ସ୍ଥାନୀୟ ବିଶ୍ୱାସୀମାନଙ୍କ ମଧ୍ୟରେ ବିବାଦ କରୁଛନ୍ତି ବା, 2) ବିବାଦଟି ଆଭ୍ୟନ୍ତରୀଣ ଅଟେ, ତୁମ୍ଭମାନଙ୍କ ଇଚ୍ଛା ମଧ୍ୟରେ ମନ୍ଦ ଏବଂ ଭଲ କର |
# ତୁମ୍ଭେ ଯାହା ମାଗି ନ ଥାଅ ତୁମ୍ଭେ ଚାହିଁ ଥାଅ
“ତୁମ୍ଭେ ଯାହା ମାଗି ନ ଥାଅ ତୁମ୍ଭେ ସର୍ବଦା ଚାହିଁ ଥାଅ ”|
# ତୁମ୍ଭେ ହତ୍ୟା କର ଏବଂ ତୁମ୍ଭେ ଗୋଡାଇ ଥାଅ
“ ତୁମ୍ଭେ ହତ୍ୟା କର” ଗୋଟିଏ ଅତ୍ୟୁକ୍ତି ଅଟେ କିପରି ମନ୍ଦ ଅଭିପ୍ରାୟରେ ପାଇବା ପାଇଁ ଜୋର ଦିଅନ୍ତି କଣ ସେମାନେ ଚାହାନ୍ତି | ଏହିପରି ଅନୁବାଦ କରିପାର “ତୁମ୍ଭେ କଣ ପାଇ ନ ଥାଅ ମନ୍ଦ ଅଭିପ୍ରାୟରେ ପାଇବା ପାଇଁ ସମସ୍ତ କାର୍ଯ୍ୟ କର ”| (ଦେଖ: ଅତ୍ୟୁକ୍ତି)
# ତୁମେ ଯୁଦ୍ଧ ଓ ବିବାଦ କର
ଏହା ଗୋଟିଏ ଦୈତଅର୍ଥବୋଧତକତା କହେ ଯେ ଏକା ଅର୍ଥ ବିଭିନ୍ନ ମାର୍ଗରେ ଜୋର ଦିଏ | ଏହିଭଳି ଅନୁବାଦ କରିପାରନ୍ତି “ତୁମେ ନିରନ୍ତର ଯୁଦ୍ଧ କର ”|
# ତୁମେ ମନ୍ଦ ବିଷୟ ମାଗିଥାଅ
“ତୁମେ ମନ୍ଦ ଅଭିପ୍ରାୟରେ ମାଗିଲ (ଭୁଲରେ)”| ସମ୍ଭାବ୍ୟ ଅର୍ଥଗୁଡିକ ଯଥା ୧) “ତୁମେ ମନ୍ଦ ଅଭିପ୍ରାୟରେ ମାଗ” ବା ) “ ତୁମେ ମନ୍ଦ ବା ଭୁଲ ବିଷୟଗୁଡିକ ମାଗୁଅଛ ”|
# ସେମାନେ ବ୍ୟୟ କରନ୍ତି
“ସେମାନେ ବ୍ୟର୍ଥ କରନ୍ତି”