Door43-Catalog_or_tn/JAS/04/01.md

5.0 KiB
Raw Blame History

ତୁମ୍ଭମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ଆସିଅଛି ?

ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ଯେ ଯାକୁଵ ଶିକ୍ଷା ଦେଇ ବ୍ୟବହାର କରନ୍ତି ଏବଂ ତାଙ୍କ ଶ୍ରୋତାଙ୍କୁ ଅନୁଯୋଗ କରନ୍ତି | ଆଉ, “ଯୁଦ୍ଧ ଓ ବିବାଦ” ଗୋଟିଏ ଦୈତଅର୍ଥବୋଧକ ଅଟେ | ଏକାକଥା ଏକାଗ୍ରତ ନିମନ୍ତେ ବିଭିନ୍ନ ମାର୍ଗରେ ସେମାନେ କହନ୍ତି | ଏହିଭଳି ରୂପେ ଅନୁବାଦ କରିପାର : “ମୁଁ ଜାଣେ କାହିଁକି ତୁମେ ନିରନ୍ତର ପ୍ରତ୍ୟେକ ପ୍ରତ୍ୟେକଙ୍କ ମଧ୍ୟରେ ଯୁକ୍ତି କର ” | (ଦେଖ: ଆଳଙ୍କାରିକ ପ୍ରଶ୍ନ ଏବଂ ଦୈତଅର୍ଥବୋଧକ)

ତୁମ୍ଭେମାନେ ନିଜେ…ତୁମର…ତୁମେ

୪:୧ ୩ରେ ଏହି ସର୍ବନାମଗୁଡିକ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାଙ୍କୁ ବୁଝାଏ | (ଦେଖ: ତୁମ'ର ବ୍ୟବହାରଗୁଡିକ )

ତୁମ୍ଭମାନଙ୍କର ମନ୍ଦତାରୁ ଏହା ଉତ୍ପନ୍ନ ହୁଏ ନାହିଁ କି | ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ଯେଉଁଟା ଯାକୁଵ ତାଙ୍କ ଶ୍ରୋତାଙ୍କୁ ଅନୁଯୋଗ କରନ୍ତି | ଏହିଭଳି ରୂପେ ବାକ୍ୟାଂଶଟି ଅନୁବାଦ କରିପାର : “ଏହା ତୁମ୍ଭମାନଙ୍କର ମନ୍ଦତାରୁ ଉତ୍ପନ୍ନ ହୁଏ” ବା “ଏହା ତୁମ୍ଭମାନଙ୍କର ମନ୍ଦତା କାରଣରୁ ହୁଏ ”|

କାମନା ଯେ ଯୁଦ୍ଧ

ଏଠାରେ ଯାକୁଵ ବ୍ୟକ୍ତିତ୍ୱକୁ ପ୍ରକାଶ କରେ “ମନ୍ଦ କାମନା” ଯେପରି ଜଣେ ସୈନିକ ଯେ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରେ | ଏହିଭଳି ରୂପେ ଅନୁବାଦ କରିପାର “ତୁମ୍ଭେମାନେ ଇଛାକର ମନ୍ଦ ଅଟେ ଏବଂ ତୁମ୍ଭେମାନେ ଅନ୍ୟ ବିଶ୍ୱାସୀମାନଙ୍କର ଅଭାବ ବିଷୟରେ ତତ୍ତ୍ୱ ନିଅ ନାହିଁ ” | (ଦେଖ: ବ୍ୟକ୍ତିତ୍ୱତା ପ୍ରକାଶ)

ତୁମ୍ଭମାନଙ୍କର ସହ ବିଶ୍ୱାସୀମାନଙ୍କ ମଧ୍ୟରୁ କି?

“ତୁମ୍ଭମାନଙ୍କର ସଭ୍ୟମାନଙ୍କ ମଧ୍ୟରୁ” | ସମ୍ଭାବ୍ୟ ଅର୍ଥଗୁଡିକ ହେଲା ୧) ସେଠାରେ ସ୍ଥାନୀୟ ବିଶ୍ୱାସୀମାନଙ୍କ ମଧ୍ୟରେ ବିବାଦ କରୁଛନ୍ତି ବା, 2) ବିବାଦଟି ଆଭ୍ୟନ୍ତରୀଣ ଅଟେ, ତୁମ୍ଭମାନଙ୍କ ଇଚ୍ଛା ମଧ୍ୟରେ ମନ୍ଦ ଏବଂ ଭଲ କର |

ତୁମ୍ଭେ ଯାହା ମାଗି ନ ଥାଅ ତୁମ୍ଭେ ଚାହିଁ ଥାଅ

“ତୁମ୍ଭେ ଯାହା ମାଗି ନ ଥାଅ ତୁମ୍ଭେ ସର୍ବଦା ଚାହିଁ ଥାଅ ”|

ତୁମ୍ଭେ ହତ୍ୟା କର ଏବଂ ତୁମ୍ଭେ ଗୋଡାଇ ଥାଅ

“ ତୁମ୍ଭେ ହତ୍ୟା କର” ଗୋଟିଏ ଅତ୍ୟୁକ୍ତି ଅଟେ କିପରି ମନ୍ଦ ଅଭିପ୍ରାୟରେ ପାଇବା ପାଇଁ ଜୋର ଦିଅନ୍ତି କଣ ସେମାନେ ଚାହାନ୍ତି | ଏହିପରି ଅନୁବାଦ କରିପାର “ତୁମ୍ଭେ କଣ ପାଇ ନ ଥାଅ ମନ୍ଦ ଅଭିପ୍ରାୟରେ ପାଇବା ପାଇଁ ସମସ୍ତ କାର୍ଯ୍ୟ କର ”| (ଦେଖ: ଅତ୍ୟୁକ୍ତି)

ତୁମେ ଯୁଦ୍ଧ ଓ ବିବାଦ କର

ଏହା ଗୋଟିଏ ଦୈତଅର୍ଥବୋଧତକତା କହେ ଯେ ଏକା ଅର୍ଥ ବିଭିନ୍ନ ମାର୍ଗରେ ଜୋର ଦିଏ | ଏହିଭଳି ଅନୁବାଦ କରିପାରନ୍ତି “ତୁମେ ନିରନ୍ତର ଯୁଦ୍ଧ କର ”|

ତୁମେ ମନ୍ଦ ବିଷୟ ମାଗିଥାଅ

“ତୁମେ ମନ୍ଦ ଅଭିପ୍ରାୟରେ ମାଗିଲ (ଭୁଲରେ)”| ସମ୍ଭାବ୍ୟ ଅର୍ଥଗୁଡିକ ଯଥା ୧) “ତୁମେ ମନ୍ଦ ଅଭିପ୍ରାୟରେ ମାଗ” ବା ) “ ତୁମେ ମନ୍ଦ ବା ଭୁଲ ବିଷୟଗୁଡିକ ମାଗୁଅଛ ”|

ସେମାନେ ବ୍ୟୟ କରନ୍ତି

“ସେମାନେ ବ୍ୟର୍ଥ କରନ୍ତି”