Door43-Catalog_or_tn/JAS/03/15.md

3.1 KiB

ଏହା ନୁହେଁ

ଜ୍ଞାନହୀନ ଈର୍ଷା ଏବଂ ସ୍ୱାର୍ଥ ଲକ୍ଷ୍ୟ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରି ସୂଚାଏ |

ଉର୍ଦ୍ଧ୍ୱରୁ ଆଗତ ହୁଏ

“ଈଶ୍ୱରଙ୍କଠାରୁ ଆଗତ ହୁଏ” ବା “ ସ୍ୱର୍ଗରୁ ଆଗତ ହୁଏ”

ପାର୍ଥିବ

“ପାର୍ଥିବ” ଶବ୍ଦଟି ଯିଏ ଈଶ୍ୱରଙ୍କୁ ଅସମ୍ମାନ କରେ ଲୋକମାନଙ୍କର ମୂଲ୍ୟବୋଧତା ଏବଂ ଆଚରଣଗୁଡିକ ସୂଚାଏ | ଅନ୍ୟ ଭାଷାନ୍ତର : “ଈଶ୍ୱରଙ୍କୁ ଅସମ୍ମାନ କରୁଛନ୍ତି ” |(ଦେଖ: ମୂଳ ଶବ୍ଦ ସୂଚକ)

ଆତ୍ମିକହୀନତା

“ପବିତ୍ର ଆତ୍ମାଙ୍କଠୁ ନୁହଁ ” ବା “ଆତ୍ମିକହୀନତା”

ପ୍ରେତାତ୍ମା

“କିନ୍ତୁ ପ୍ରେତମାନଙ୍କଙ୍କଠାରୁ ଆସେ"

କାରଣ ଯେଉଁ ସ୍ଥାନରେ ଈର୍ଷା ଏବଂ ସ୍ୱାର୍ଥପରତା ଥାଏ

“ଯେଉଁଠାରେ ଲୋକେ କେବଳ ନିଜ ନିଜର ଯତ୍ନ ନିଅନ୍ତି ଏବଂ ଅନ୍ୟମାନଙ୍କର ନୁହଁ”

ସେଠାରେ ସନ୍ଦେହ ଅଛି

“ସେଠାରେ ବିଶୃଙ୍ଖଳା ଅଛି” ବା “ସେଠାରେ କଳହ ଅଛି”

ପ୍ରତ୍ୟେକ ମନ୍ଦ ଅଭ୍ୟାସ

“ପ୍ରତ୍ୟେକ ପ୍ରକାରର ପାପପୂର୍ଣ୍ଣ ଆଚରଣ" ବା “ପ୍ରତ୍ୟେକ ପ୍ରକାରର ମନ୍ଦ କର୍ମ"

ପ୍ରଥମରେ ଶୁଦ୍ଧ

“ ପ୍ରଥମରେ ପବିତ୍ର”

ପରେ ଶାନ୍ତିପ୍ରିୟ

“ପରେ ଶାନ୍ତିପୂର୍ଣ୍ଣ ”

ଉତପ୍ତ ହୃଦୟ

“ଦୟା”ବା“ଚିନ୍ତାଶୀଳ”

ଆଉ ଉତ୍ତମ ଫଳ

ଏହା ଗୋଟିଏ ଉତ୍ତମ ଫଳର ତୁଳନା ଯିଏ ଉତ୍ତମ କର୍ମଗୁଡିକ କରେ ପସନ୍ଦ ହୁଏ | ଅନ୍ୟ ଭାଷାନ୍ତର: “ଉତ୍ତମ କର୍ମଗୁଡିକ” |(ଦେଖ: ତୁଳନା)

ନିଷ୍କପଟ

“ସାଧୁ” ବା “ସତ୍ୟତା”

କାରଣ ଧର୍ମରୂପଫଳ ଶାନ୍ତିରେ ରୋପିତ ହୁଏ ସେମାନଙ୍କ ପାଇଁ ଯିଏ ଶାନ୍ତି ପ୍ରତିଷ୍ଠା କରେ |

ଏହା ରୂପକରୂପେ ରୋପଣ ଓ ଅମଳ ଶସ୍ୟ ସହ ଆମ ଜୀବନରେ ଶାନ୍ତି ଓ ଧର୍ମିକତାକୁ ସୂଚାଏ | ଅନ୍ୟ ଭାଷାନ୍ତର: “ଯେଉଁମାନେକି ଶାନ୍ତିରେ ରହନ୍ତି ଈଶ୍ୱର କଣ କହନ୍ତି ଠିକ ମଣି କରୁଛନ୍ତି ”|