# ଏହା ନୁହେଁ ଜ୍ଞାନହୀନ ଈର୍ଷା ଏବଂ ସ୍ୱାର୍ଥ ଲକ୍ଷ୍ୟ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରି ସୂଚାଏ | # ଉର୍ଦ୍ଧ୍ୱରୁ ଆଗତ ହୁଏ “ଈଶ୍ୱରଙ୍କଠାରୁ ଆଗତ ହୁଏ” ବା “ ସ୍ୱର୍ଗରୁ ଆଗତ ହୁଏ” # ପାର୍ଥିବ “ପାର୍ଥିବ” ଶବ୍ଦଟି ଯିଏ ଈଶ୍ୱରଙ୍କୁ ଅସମ୍ମାନ କରେ ଲୋକମାନଙ୍କର ମୂଲ୍ୟବୋଧତା ଏବଂ ଆଚରଣଗୁଡିକ ସୂଚାଏ | ଅନ୍ୟ ଭାଷାନ୍ତର : “ଈଶ୍ୱରଙ୍କୁ ଅସମ୍ମାନ କରୁଛନ୍ତି ” |(ଦେଖ: ମୂଳ ଶବ୍ଦ ସୂଚକ) # ଆତ୍ମିକହୀନତା “ପବିତ୍ର ଆତ୍ମାଙ୍କଠୁ ନୁହଁ ” ବା “ଆତ୍ମିକହୀନତା” # ପ୍ରେତାତ୍ମା “କିନ୍ତୁ ପ୍ରେତମାନଙ୍କଙ୍କଠାରୁ ଆସେ" # କାରଣ ଯେଉଁ ସ୍ଥାନରେ ଈର୍ଷା ଏବଂ ସ୍ୱାର୍ଥପରତା ଥାଏ “ଯେଉଁଠାରେ ଲୋକେ କେବଳ ନିଜ ନିଜର ଯତ୍ନ ନିଅନ୍ତି ଏବଂ ଅନ୍ୟମାନଙ୍କର ନୁହଁ” # ସେଠାରେ ସନ୍ଦେହ ଅଛି “ସେଠାରେ ବିଶୃଙ୍ଖଳା ଅଛି” ବା “ସେଠାରେ କଳହ ଅଛି” # ପ୍ରତ୍ୟେକ ମନ୍ଦ ଅଭ୍ୟାସ “ପ୍ରତ୍ୟେକ ପ୍ରକାରର ପାପପୂର୍ଣ୍ଣ ଆଚରଣ" ବା “ପ୍ରତ୍ୟେକ ପ୍ରକାରର ମନ୍ଦ କର୍ମ" # ପ୍ରଥମରେ ଶୁଦ୍ଧ “ ପ୍ରଥମରେ ପବିତ୍ର” # ପରେ ଶାନ୍ତିପ୍ରିୟ “ପରେ ଶାନ୍ତିପୂର୍ଣ୍ଣ ” # ଉତପ୍ତ ହୃଦୟ “ଦୟା”ବା“ଚିନ୍ତାଶୀଳ” # ଆଉ ଉତ୍ତମ ଫଳ ଏହା ଗୋଟିଏ ଉତ୍ତମ ଫଳର ତୁଳନା ଯିଏ ଉତ୍ତମ କର୍ମଗୁଡିକ କରେ ପସନ୍ଦ ହୁଏ | ଅନ୍ୟ ଭାଷାନ୍ତର: “ଉତ୍ତମ କର୍ମଗୁଡିକ” |(ଦେଖ: ତୁଳନା) # ନିଷ୍କପଟ “ସାଧୁ” ବା “ସତ୍ୟତା” # କାରଣ ଧର୍ମରୂପଫଳ ଶାନ୍ତିରେ ରୋପିତ ହୁଏ ସେମାନଙ୍କ ପାଇଁ ଯିଏ ଶାନ୍ତି ପ୍ରତିଷ୍ଠା କରେ | ଏହା ରୂପକରୂପେ ରୋପଣ ଓ ଅମଳ ଶସ୍ୟ ସହ ଆମ ଜୀବନରେ ଶାନ୍ତି ଓ ଧର୍ମିକତାକୁ ସୂଚାଏ | ଅନ୍ୟ ଭାଷାନ୍ତର: “ଯେଉଁମାନେକି ଶାନ୍ତିରେ ରହନ୍ତି ଈଶ୍ୱର କଣ କହନ୍ତି ଠିକ ମଣି କରୁଛନ୍ତି ”|