Door43-Catalog_or_tn/JAS/03/09.md

17 lines
1.1 KiB
Markdown

# ଜିହ୍ୱା ଦ୍ୱାରା ଆମେ
“ଆମେ ଆମର ଜିହ୍ୱାଗୁଡିକୁ ଶବ୍ଦଗୁଡିକ କହିବାରେ ବ୍ୟବହାର କରୁ ଯେ"
# ଆମେ ମନୁଷ୍ୟମାନଙ୍କୁ ଅଭିଶାପ ଦେଉ
ଅନ୍ୟମାନଙ୍କୁ କ୍ଷତି କରିବା ପାଇଁ ଈଶ୍ୱରଙ୍କୁ ମାଗୁ (ଉଡିବି)|
# ଯିଏ ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ହୋଇଅଛି
“ଯାହାକୁ ଈଶ୍ୱର ତାଙ୍କ ସାଦୃଶ୍ୟରେ ସୃଷ୍ଟ କଲେ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଏକା ମୁହଁରୁ ବାହାର କହିଥାଉ
“ଏକା ମୁହଁରୁ ଉଭୟ କହିଥାଉ”
# ମୋହର ଭାଇମାନେ
“ସହଯୋଗୀ ଖ୍ରୀଷ୍ଟବିଶ୍ୱାସୀମାନେ”
# ଏହିବିଷୟଗୁଡିକ ହେବା ଉଚିତ ନୁହଁ
“ଏହା ଭୁଲ ଅଟେ”