Door43-Catalog_or_tn/JAS/03/09.md

1.1 KiB

ଜିହ୍ୱା ଦ୍ୱାରା ଆମେ

“ଆମେ ଆମର ଜିହ୍ୱାଗୁଡିକୁ ଶବ୍ଦଗୁଡିକ କହିବାରେ ବ୍ୟବହାର କରୁ ଯେ"

ଆମେ ମନୁଷ୍ୟମାନଙ୍କୁ ଅଭିଶାପ ଦେଉ

ଅନ୍ୟମାନଙ୍କୁ କ୍ଷତି କରିବା ପାଇଁ ଈଶ୍ୱରଙ୍କୁ ମାଗୁ (ଉଡିବି)|

ଯିଏ ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ହୋଇଅଛି

“ଯାହାକୁ ଈଶ୍ୱର ତାଙ୍କ ସାଦୃଶ୍ୟରେ ସୃଷ୍ଟ କଲେ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଏକା ମୁହଁରୁ ବାହାର କହିଥାଉ

“ଏକା ମୁହଁରୁ ଉଭୟ କହିଥାଉ”

ମୋହର ଭାଇମାନେ

“ସହଯୋଗୀ ଖ୍ରୀଷ୍ଟବିଶ୍ୱାସୀମାନେ”

ଏହିବିଷୟଗୁଡିକ ହେବା ଉଚିତ ନୁହଁ

“ଏହା ଭୁଲ ଅଟେ”