Door43-Catalog_or_tn/JAS/02/18.md

14 lines
2.5 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# କିନ୍ତୁ କେହି ଅବା କହିବ
ଯେଉଁଠାରେ ତାଙ୍କ ଶିକ୍ଷାକୁ ବାଧା ଦିଅନ୍ତି ଯାକୁଵ ଆଳଙ୍କାରିକ ପରିବେଶରେ : ୧୪
୧୭ ରେ ବର୍ଣ୍ଣନା କରନ୍ତି | ଯାକୁଵ ଏହି ବ୍ୟକ୍ତିର ନାମ ଦିଅନ୍ତି “ନିର୍ବୋଧ ବ୍ୟକ୍ତି” ପଦରେ. ଏହି ଆଳଙ୍କାରିକ ଯୁକ୍ତିର ଲକ୍ଷ୍ୟ ତାଙ୍କ ଶ୍ରୋତାମାନଙ୍କର ବିଶ୍ୱାସ ଏବଂ କର୍ମର ବୁଝିବା ବିଷୟକୁ ସୁଧାରିବା ଅଟେ |(ଦେଖ: ଆଳଙ୍କାରିକ ପରିବେଶଗୁଡିକ)
# “ତୁମ୍ଭମାନଙ୍କର ବିଶ୍ୱାସ ଅଛି, ଏବଂ ମୋର କର୍ମଗୁଡିକ ଅଛି |
ତାଙ୍କ ଶିକ୍ଷାକୁ କେହିଜଣେ ବାଧା ଦେଇପାରେ ଯାକୁଵ ବାଧାର ପ୍ରତିରୂପରେ ବର୍ଣ୍ଣନା କରୁଛନ୍ତି |ଏଭଳି ଅନୁବାଦ କରିପାର “ଏହା ଗ୍ରହଣୀୟ ଅଟେ ଯଦି ବ୍ୟକ୍ତିର ବିଶ୍ୱାସ ରହିଅଛି ଏବଂ ଅନ୍ୟ ବ୍ୟକ୍ତିର ଉତ୍ତମ କର୍ମଗୁଡିକ କରେ ”|
# ତୁମର ବିଶ୍ୱାସ ମୋତେ ଦେଖାଅ
“ମୋତେ” ଶବ୍ଦଟି ଯାକୁଵଙ୍କୁ ବୁଝାଏ |
# ଭୂତମାନେ ମଧ୍ୟ…ଥରନ୍ତି
“ଭୟରେ ଥରହର ହୁଅନ୍ତି ”
# ତୁମେ କଅଣ ଜାଣିବାକୁ ଇଚ୍ଛା କର, ହେ ନିର୍ବୋଧ ବ୍ୟକ୍ତି, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ ଅଟେ ? ଏଠାରେ ଯିଏ ଯାକୁଵଙ୍କୁ ଶୁଣେ ନାହିଁ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ କରି ତାଙ୍କ ପାଠକମାନଙ୍କୁ ଗାଳି କରନ୍ତି | ତୁମେ ଏଭଳି ଅନୁବାଦ କରିପାର “ତୁମେ ନିର୍ବୋଧ! ତୁମେ ଶୁଣିବାକୁ ମଧ୍ୟ ଇଚ୍ଛା କର ନାହିଁ ମୋତେ ପ୍ରମାଣ ଦିଅ ଯେ କର୍ମଗୁଡିକ ବିନା ବିଶ୍ୱାସ ବ୍ୟର୍ଥ ଅଟେ ” | (ଦେଖ: ଆଳଙ୍କାରିକ ପ୍ରଶ୍ନ)