# କିନ୍ତୁ କେହି ଅବା କହିବ ଯେଉଁଠାରେ ତାଙ୍କ ଶିକ୍ଷାକୁ ବାଧା ଦିଅନ୍ତି ଯାକୁଵ ଆଳଙ୍କାରିକ ପରିବେଶରେ ୨: ୧୪ ୧୭ ରେ ବର୍ଣ୍ଣନା କରନ୍ତି | ଯାକୁଵ ଏହି ବ୍ୟକ୍ତିର ନାମ ଦିଅନ୍ତି “ନିର୍ବୋଧ ବ୍ୟକ୍ତି” ୨୦ ପଦରେ. ଏହି ଆଳଙ୍କାରିକ ଯୁକ୍ତିର ଲକ୍ଷ୍ୟ ତାଙ୍କ ଶ୍ରୋତାମାନଙ୍କର ବିଶ୍ୱାସ ଏବଂ କର୍ମର ବୁଝିବା ବିଷୟକୁ ସୁଧାରିବା ଅଟେ |(ଦେଖ: ଆଳଙ୍କାରିକ ପରିବେଶଗୁଡିକ) # “ତୁମ୍ଭମାନଙ୍କର ବିଶ୍ୱାସ ଅଛି, ଏବଂ ମୋର କର୍ମଗୁଡିକ ଅଛି | ତାଙ୍କ ଶିକ୍ଷାକୁ କେହିଜଣେ ବାଧା ଦେଇପାରେ ଯାକୁଵ ବାଧାର ପ୍ରତିରୂପରେ ବର୍ଣ୍ଣନା କରୁଛନ୍ତି |ଏଭଳି ଅନୁବାଦ କରିପାର “ଏହା ଗ୍ରହଣୀୟ ଅଟେ ଯଦି ବ୍ୟକ୍ତିର ବିଶ୍ୱାସ ରହିଅଛି ଏବଂ ଅନ୍ୟ ବ୍ୟକ୍ତିର ଉତ୍ତମ କର୍ମଗୁଡିକ କରେ ”| # ତୁମର ବିଶ୍ୱାସ ମୋତେ ଦେଖାଅ “ମୋତେ” ଶବ୍ଦଟି ଯାକୁଵଙ୍କୁ ବୁଝାଏ | # ଭୂତମାନେ ମଧ୍ୟ…ଥରନ୍ତି “ଭୟରେ ଥରହର ହୁଅନ୍ତି ” # ତୁମେ କଅଣ ଜାଣିବାକୁ ଇଚ୍ଛା କର, ହେ ନିର୍ବୋଧ ବ୍ୟକ୍ତି, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ ଅଟେ ? ଏଠାରେ ଯିଏ ଯାକୁଵଙ୍କୁ ଶୁଣେ ନାହିଁ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ କରି ତାଙ୍କ ପାଠକମାନଙ୍କୁ ଗାଳି କରନ୍ତି | ତୁମେ ଏଭଳି ଅନୁବାଦ କରିପାର “ତୁମେ ନିର୍ବୋଧ! ତୁମେ ଶୁଣିବାକୁ ମଧ୍ୟ ଇଚ୍ଛା କର ନାହିଁ ମୋତେ ପ୍ରମାଣ ଦିଅ ଯେ କର୍ମଗୁଡିକ ବିନା ବିଶ୍ୱାସ ବ୍ୟର୍ଥ ଅଟେ ” | (ଦେଖ: ଆଳଙ୍କାରିକ ପ୍ରଶ୍ନ)