Door43-Catalog_or_tn/JAS/02/14.md

2.7 KiB

ହେ ମୋହର ଭାଇମାନେ, କ'ଣ ଉତ୍ତମ ଅଟେ , ଯଦି କେହିଜଣେ କହେ ତାହାର ବିଶ୍ୱାସ ଅଛି , କିନ୍ତୁ ତାହାର କର୍ମ ନ ଥାଏ ?

ଏଠାରେ ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ ବ୍ୟବହାର କରି ତାଙ୍କ ପାଠକମାନଙ୍କୁ ଶିକ୍ଷା ଦିଅନ୍ତି | ତୁମେ ଏଭଳି ଅନୁବାଦ କରିପାର “ଏଥିରେ କି ଲାଭ, ହେ ଭାଇମାନେ, ଯଦି କେହିଜଣେ କହେ ତାହାର ବିଶ୍ୱାସ ଅଛି , କିନ୍ତୁ ତାହାର କର୍ମ ନ ଥାଏ ” |(ଦେଖ: ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ)

କେହିଜଣେ କହନ୍ତି ସେ

ଯାକୁଵ କେହିଜଣେ ଯିଏ କହୁଛନ୍ତି ପରୋକ୍ଷରେ ଉଦ୍ଦୃତ କରୁଛନ୍ତି | “ସେ” କେହିଜଣେ ଯିଏ କହୁଛନ୍ତି ତାହାକୁ ବୁଝାଏ |(ବାକ୍ୟାଂଶର ଉଦ୍ଦୃତାଂଶ )

ସେହି ବିଶ୍ୱାସ କଅଣ ତାହାକୁ ପରିତ୍ରାଣ କରି ପାରେ ?

ଏଠାରେ ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ ବ୍ୟବହାର କରି ତାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦିଅନ୍ତି | ଏଭଳି ଅନୁବାଦ କରିପାର “ସେହିପ୍ରକାର ବିଶ୍ୱାସ ତାଙ୍କୁ ଉଦ୍ଧାର କରିବ ନାହିଁ ” |

ତାଙ୍କୁ ଉଦ୍ଧାର କର

“ଈଶ୍ୱରଙ୍କ ବିଚାରଠାରୁ ତାଙ୍କୁ ଅଲଗା କର”

ଯଦି ଜଣେ ଭାଇ …ସେଥିରେ କି ଲାଭ ?

ପଦ ୧୫ ୧୬ ଆଳଙ୍କାରିକ ପ୍ରକାଶ ଭଙ୍ଗୀର ପ୍ରଶ୍ନ ଯାକୁଵଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ବ୍ୟବହାର କରନ୍ତି | ତୁମେ ଏରୂପେ ଅନୁବାଦ କରିପାର “ସେଥିରେ ଆଦୌ ଭଲ ନୁହଁ ଯଦି ଜଣେ ଭାଇ…”

ଭାଇ ବା ଭଉଣୀ

“ ଖ୍ରୀଷ୍ଟରେ ଭାଇ ବା ଭଉଣୀ ”

ତୁମ୍ଭମାନଙ୍କ ମଧ୍ୟରୁ ଜଣେ କହନ୍ତି

“ତୁମେ କୁହ ”

ମୃତ

“ମୂଲ୍ୟହୀନ”