Door43-Catalog_or_tn/JAS/02/14.md

25 lines
2.7 KiB
Markdown
Raw Normal View History

2018-01-11 01:51:28 +00:00
# ହେ ମୋହର ଭାଇମାନେ, କ'ଣ ଉତ୍ତମ ଅଟେ , ଯଦି କେହିଜଣେ କହେ ତାହାର ବିଶ୍ୱାସ ଅଛି , କିନ୍ତୁ ତାହାର କର୍ମ ନ ଥାଏ ?
ଏଠାରେ ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ ବ୍ୟବହାର କରି ତାଙ୍କ ପାଠକମାନଙ୍କୁ ଶିକ୍ଷା ଦିଅନ୍ତି | ତୁମେ ଏଭଳି ଅନୁବାଦ କରିପାର “ଏଥିରେ କି ଲାଭ, ହେ ଭାଇମାନେ, ଯଦି କେହିଜଣେ କହେ ତାହାର ବିଶ୍ୱାସ ଅଛି , କିନ୍ତୁ ତାହାର କର୍ମ ନ ଥାଏ ” |(ଦେଖ: ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ)
# କେହିଜଣେ କହନ୍ତି ସେ
ଯାକୁଵ କେହିଜଣେ ଯିଏ କହୁଛନ୍ତି ପରୋକ୍ଷରେ ଉଦ୍ଦୃତ କରୁଛନ୍ତି | “ସେ” କେହିଜଣେ ଯିଏ କହୁଛନ୍ତି ତାହାକୁ ବୁଝାଏ |(ବାକ୍ୟାଂଶର ଉଦ୍ଦୃତାଂଶ )
# ସେହି ବିଶ୍ୱାସ କଅଣ ତାହାକୁ ପରିତ୍ରାଣ କରି ପାରେ ?
ଏଠାରେ ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ ବ୍ୟବହାର କରି ତାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦିଅନ୍ତି | ଏଭଳି ଅନୁବାଦ କରିପାର “ସେହିପ୍ରକାର ବିଶ୍ୱାସ ତାଙ୍କୁ ଉଦ୍ଧାର କରିବ ନାହିଁ ” |
# ତାଙ୍କୁ ଉଦ୍ଧାର କର
“ଈଶ୍ୱରଙ୍କ ବିଚାରଠାରୁ ତାଙ୍କୁ ଅଲଗା କର”
# ଯଦି ଜଣେ ଭାଇ …ସେଥିରେ କି ଲାଭ ?
ପଦ ୧୫
୧୬ ଆଳଙ୍କାରିକ ପ୍ରକାଶ ଭଙ୍ଗୀର ପ୍ରଶ୍ନ ଯାକୁଵଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ବ୍ୟବହାର କରନ୍ତି | ତୁମେ ଏରୂପେ ଅନୁବାଦ କରିପାର “ସେଥିରେ ଆଦୌ ଭଲ ନୁହଁ ଯଦି ଜଣେ ଭାଇ…”
# ଭାଇ ବା ଭଉଣୀ
“ ଖ୍ରୀଷ୍ଟରେ ଭାଇ ବା ଭଉଣୀ ”
# ତୁମ୍ଭମାନଙ୍କ ମଧ୍ୟରୁ ଜଣେ କହନ୍ତି
“ତୁମେ କୁହ ”
# ମୃତ
“ମୂଲ୍ୟହୀନ”