Door43-Catalog_or_tn/JAS/02/10.md

1.4 KiB

କାରଣ ଯେକେହି ଆଜ୍ଞାପାଳନ କରେ

“କାରଣ କେହିଜଣେ ଯିଏ ବ୍ୟବସ୍ଥା ପାଳନ କରେ”

ତଥାପି ଝୁଣ୍ଟିପଡ଼େ … ସେ ହୋଇଅଛି

ଯେତେବେଳେ ଜଣେ ଚାଲିବାକୁ ଚେଷ୍ଟା କରୁଅଛି ଝୁଣ୍ଟିପଡିବା ରୂପେ ପତିତ ହେଉଅଛି, ତେଣୁ ଜଣେ ନିୟମ ଭଗ୍ନକରି ବ୍ୟବସ୍ଥା ଲଙ୍ଘନ କରୁଅଛି, ଯେପରି ସମଗ୍ର ନିୟମକୁ ଦୋଷୀ ହୋଇ ଭାଙ୍ଗୁଅଛି |(ଦେଖ: ତୁଳନାତ୍ମକ)

ଦୋଷ କର ନାହିଁ …

“ଦୋଷ” କାର୍ଯ୍ୟରେ ପରିଣତି କରବା |

…ଯଦି ତୁମେ…କିନ୍ତୁ ତୁମେ…ତୁମେ ଅଛ…

ଯଦିଓ ଯାକୁଵ ବହୁ ଯିହୂଦୀ ବିଶ୍ୱାସୀମାନଙ୍କୁ ଲେଖୁଅଛନ୍ତି , ଏହି କ୍ଷେତ୍ରରେ ସେ ଲେଖିଲେ ଯେପରି ସେ ବ୍ୟକ୍ତିଗତ ରୂପେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଲେଖିଥିଲେ | ଏହି ରୂପେ ଅନୁବାଦ କରିପାର “ତୁମ୍ଭେମାନେ ପ୍ରତ୍ୟେକେ ” (‘ତୁମ’ର ବ୍ୟବହାର)