# କାରଣ ଯେକେହି ଆଜ୍ଞାପାଳନ କରେ “କାରଣ କେହିଜଣେ ଯିଏ ବ୍ୟବସ୍ଥା ପାଳନ କରେ” # ତଥାପି ଝୁଣ୍ଟିପଡ଼େ … ସେ ହୋଇଅଛି ଯେତେବେଳେ ଜଣେ ଚାଲିବାକୁ ଚେଷ୍ଟା କରୁଅଛି ଝୁଣ୍ଟିପଡିବା ରୂପେ ପତିତ ହେଉଅଛି, ତେଣୁ ଜଣେ ନିୟମ ଭଗ୍ନକରି ବ୍ୟବସ୍ଥା ଲଙ୍ଘନ କରୁଅଛି, ଯେପରି ସମଗ୍ର ନିୟମକୁ ଦୋଷୀ ହୋଇ ଭାଙ୍ଗୁଅଛି |(ଦେଖ: ତୁଳନାତ୍ମକ) # ଦୋଷ କର ନାହିଁ … “ଦୋଷ” କାର୍ଯ୍ୟରେ ପରିଣତି କରବା | # …ଯଦି ତୁମେ…କିନ୍ତୁ ତୁମେ…ତୁମେ ଅଛ… ଯଦିଓ ଯାକୁଵ ବହୁ ଯିହୂଦୀ ବିଶ୍ୱାସୀମାନଙ୍କୁ ଲେଖୁଅଛନ୍ତି , ଏହି କ୍ଷେତ୍ରରେ ସେ ଲେଖିଲେ ଯେପରି ସେ ବ୍ୟକ୍ତିଗତ ରୂପେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଲେଖିଥିଲେ | ଏହି ରୂପେ ଅନୁବାଦ କରିପାର “ତୁମ୍ଭେମାନେ ପ୍ରତ୍ୟେକେ ” (‘ତୁମ’ର ବ୍ୟବହାର)