Door43-Catalog_or_tn/JAS/02/01.md

3.0 KiB

ମୋହର ଭାଇମାନେ

ଯାକୁଵଙ୍କ ଯିହୂଦୀ ବିଶ୍ୱାସୀମାନଙ୍କୁ ତାଙ୍କ ଶ୍ରୋତାଭାବେ ବିଚାର କରନ୍ତି | ଏହିପରି ଅନୁବାଦ କରିପାର “ମୋର ସହ ବିଶ୍ୱାସୀମାନେ ” ବା “ମୋର ଖ୍ରୀଷ୍ଟରେ ଭାଇ ଓ ଭଉଣୀମାନେ ”|

ତୁମେ ଆମର ପ୍ରଭୁରେ ଭରସା କର

ଶବ୍ଦଟି “ଆମର” ଯାକୁଵ ଓ ତାଙ୍କ ସହଯୋଗୀ ବିଶ୍ୱାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ | (ଦେଖ: ଅନ୍ତର୍ଭୁକ୍ତ)

କିଛି ଲୋକଙ୍କ ଅନୁଗ୍ରହ ଦ୍ୱାରା

“ବିଶେଷ ସେବା ଦେବା ” କିଅବା “ଚାକଚକ୍ୟ ପରିଧାନ ଲୋକକୁ” କିଅବା “ଉତ୍ତମ ମର୍ଯ୍ୟଦା ଦେବା”

ଯଦି କେହିଜଣେ…

ଯାକୁଵ ଗୋଟିଏ ବନ୍ଧକ ସ୍ୱରୂପ ପରିସ୍ଥିତି ଆରମ୍ଭ କରନ୍ତି ଯେ ୪ର୍ଥ ପଦର ଶେଷ ପର୍ଯ୍ୟନ୍ତ ଚାଲୁରହେ | ସେ ଗୋଟିଏ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି ଯେଉଁଠାରେ ବିଶ୍ୱାସୀମାନେ ଦରିଦ୍ର ଲୋକଙ୍କ ଅପେକ୍ଷା ଧନୀ ଲୋକଙ୍କୁ ଅଧିକା ମର୍ଯ୍ୟଦା ଦେଇଥାନ୍ତି | (ଦେଖ: ବନ୍ଧକ ସ୍ୱରୂପ ପରିସ୍ଥିତିଗୁଡିକ )

ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରିବା

“ଧନୀ ଲୋକଙ୍କ ପରି ବସ୍ତ୍ର ପରିଧାନ କରିବା”

ଗୋଟିଏ ଉତ୍ତମ ସ୍ଥାନରେ ବସନ୍ତୁ

“ଏହି ଉତ୍ତମ ସ୍ଥାନରେ ବସନ୍ତୁ”

ସେଠାରେ ଠିଆ ହୁଅ କିମ୍ବା ମୋହର ଗୋଡ ତଳେ ବସ

“ଅଗୌରବ ଜାଗାକୁ କଢାଇବା ”

ତୁମେମାନେ ନିଜେ ନିଜେ ବିଚାର କରୁ ନାହିଁ , ଏବଂ ମନ୍ଦ ଭାବରେ ବିଚାର କରୁ ଅଛ

ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ଶିକ୍ଷା ଦିଅନ୍ତି ଏବଂ ତାଙ୍କ ପାଠକଙ୍କୁ ସମ୍ଭାବ୍ୟ ଅନୁଯୋଗ କରୁଛନ୍ତି | ଏହିପରି ଅନୁବାଦ କରାଯାଇପାରେ “ତୁମେମାନେ ନିଜ ନିଜ ମଧ୍ୟରେ ବିଚାର କରୁଅଛ ଏବଂ ମନ୍ଦଚିନ୍ତା ଭାବରେ ବିଚାର କରୁ ଅଛ” | (ଦେଖ: ଆଳଙ୍କାରିକ ପ୍ରକାଶ ଭଙ୍ଗୀର ପ୍ରଶ୍ନ)