23 lines
3.0 KiB
Markdown
23 lines
3.0 KiB
Markdown
|
# ମୋହର ଭାଇମାନେ
|
||
|
ଯାକୁଵଙ୍କ ଯିହୂଦୀ ବିଶ୍ୱାସୀମାନଙ୍କୁ ତାଙ୍କ ଶ୍ରୋତାଭାବେ ବିଚାର କରନ୍ତି | ଏହିପରି ଅନୁବାଦ କରିପାର “ମୋର ସହ ବିଶ୍ୱାସୀମାନେ ” ବା “ମୋର ଖ୍ରୀଷ୍ଟରେ ଭାଇ ଓ ଭଉଣୀମାନେ ”|
|
||
|
|
||
|
# ତୁମେ ଆମର ପ୍ରଭୁରେ ଭରସା କର
|
||
|
ଶବ୍ଦଟି “ଆମର” ଯାକୁଵ ଓ ତାଙ୍କ ସହଯୋଗୀ ବିଶ୍ୱାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ | (ଦେଖ: ଅନ୍ତର୍ଭୁକ୍ତ)
|
||
|
|
||
|
# କିଛି ଲୋକଙ୍କ ଅନୁଗ୍ରହ ଦ୍ୱାରା
|
||
|
“ବିଶେଷ ସେବା ଦେବା ” କିଅବା “ଚାକଚକ୍ୟ ପରିଧାନ ଲୋକକୁ” କିଅବା “ଉତ୍ତମ ମର୍ଯ୍ୟଦା ଦେବା”
|
||
|
|
||
|
# ଯଦି କେହିଜଣେ…
|
||
|
ଯାକୁଵ ଗୋଟିଏ ବନ୍ଧକ ସ୍ୱରୂପ ପରିସ୍ଥିତି ଆରମ୍ଭ କରନ୍ତି ଯେ ୪ର୍ଥ ପଦର ଶେଷ ପର୍ଯ୍ୟନ୍ତ ଚାଲୁରହେ | ସେ ଗୋଟିଏ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି ଯେଉଁଠାରେ ବିଶ୍ୱାସୀମାନେ ଦରିଦ୍ର ଲୋକଙ୍କ ଅପେକ୍ଷା ଧନୀ ଲୋକଙ୍କୁ ଅଧିକା ମର୍ଯ୍ୟଦା ଦେଇଥାନ୍ତି | (ଦେଖ: ବନ୍ଧକ ସ୍ୱରୂପ ପରିସ୍ଥିତିଗୁଡିକ )
|
||
|
|
||
|
# ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରିବା
|
||
|
“ଧନୀ ଲୋକଙ୍କ ପରି ବସ୍ତ୍ର ପରିଧାନ କରିବା”
|
||
|
|
||
|
# ଗୋଟିଏ ଉତ୍ତମ ସ୍ଥାନରେ ବସନ୍ତୁ
|
||
|
“ଏହି ଉତ୍ତମ ସ୍ଥାନରେ ବସନ୍ତୁ”
|
||
|
|
||
|
# ସେଠାରେ ଠିଆ ହୁଅ କିମ୍ବା ମୋହର ଗୋଡ ତଳେ ବସ
|
||
|
“ଅଗୌରବ ଜାଗାକୁ କଢାଇବା ”
|
||
|
|
||
|
# ତୁମେମାନେ ନିଜେ ନିଜେ ବିଚାର କରୁ ନାହିଁ , ଏବଂ ମନ୍ଦ ଭାବରେ ବିଚାର କରୁ ଅଛ
|
||
|
ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ଶିକ୍ଷା ଦିଅନ୍ତି ଏବଂ ତାଙ୍କ ପାଠକଙ୍କୁ ସମ୍ଭାବ୍ୟ ଅନୁଯୋଗ କରୁଛନ୍ତି | ଏହିପରି ଅନୁବାଦ କରାଯାଇପାରେ “ତୁମେମାନେ ନିଜ ନିଜ ମଧ୍ୟରେ ବିଚାର କରୁଅଛ ଏବଂ ମନ୍ଦଚିନ୍ତା ଭାବରେ ବିଚାର କରୁ ଅଛ” | (ଦେଖ: ଆଳଙ୍କାରିକ ପ୍ରକାଶ ଭଙ୍ଗୀର ପ୍ରଶ୍ନ)
|