Door43-Catalog_or_tn/JAS/01/26.md

28 lines
2.5 KiB
Markdown

# ଆପଣାକୁ ଧର୍ମପରାୟଣ ବୋଲି ମନେ କରେ
“ସେ ଠିକ୍‌ରୂପେ ଈଶ୍ୱରଙ୍କୁ ଉପାସନା କରେ ବୋଲି ମନେ କରେ”
# ତା ଜିହ୍ୱାକୁ ବଶୀଭୂତ କରେ
“ଜିହ୍ୱା” ମୂଳଶବ୍ଦ ସୂଚକ ଅଟେ ଯେ ଏଭଳିରୂପେ ଅନୁବାଦ କରିପାରିବେ “କଣ ସେ କହନ୍ତି” |
(ଦେଖ: ମୂଳଶବ୍ଦ ସୂଚକ)
# ସେ ପ୍ରବଞ୍ଚନା କରେ
“ନିର୍ବୋଧଗୁଡିକ” ବା “କୌଶଳତାଗୁଡିକ” ବା “ବିପଥଗମନଗୁଡିକ”
# ତାଙ୍କ ହୃଦୟ
ଏଠାରେ “ହୃଦୟ” ଗୋଟିଏ ଧର୍ମସମ୍ବନ୍ଧୀୟ ଶବ୍ଦ ଅଟେ ଯେ ସମଗ୍ର ମନୁଷ୍ୟକୁ ବୁଝାଏ | ଏଭଳିରୂପେ ଅନୁବାଦ କରିପାରିବେ “ଆପଣାକୁ” (ଦେଖ: ଧର୍ମସମ୍ବନ୍ଧୀୟ ସମାଜ)
# ତାହାର ଧର୍ମପରାୟଣତା ବୃଥା
“ ତାହାର ଧର୍ମକର୍ମ ବୃଥା ଅଟେ ”
# ଈଶ୍ୱରଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ ଏବଂ ପିତା ଏହା ଅଟନ୍ତି
“ବିଶୁଦ୍ଧ ଓ ନିର୍ମଳ” ଗୋଟିଏ
ଦ୍ୱିଅର୍ଥବୋଧକତାକୁ ଯେ ଗୁରୁତ୍ତ୍ୱ ଦିଏ ଯାହା ଈଶ୍ୱରଙ୍କଠାରେ ଗ୍ରହଣ ଯୋଗ୍ୟ ହେବ | ଏଭଳିରୂପେ ଅନୁବାଦ କରିପାରିବେ “ଏହି ଉପାସନାଟି ଯେ ଈଶ୍ୱର ଗ୍ରହଣ କରିବେ ” | (ଦେଖ: ଦ୍ୱିଅର୍ଥବୋଧକ)
# ଅନାଥ
“ଯାହାର କି ପିତା ନାହାଁନ୍ତି” ବା “ଅନାଥମାନେ”
# ବିଧବାମାନେ ସେମାନଙ୍କର ଦୁଃଖସମୟରେ
ଯାହାରକି ସେମାନଙ୍କର ସ୍ୱାମୀମାନେ ମରିଛନ୍ତି ସେହି ସ୍ତ୍ରୀଲୋକମାନେ ଦୁଃଖରେ ସମୟ କାଟୁଛନ୍ତି |
# ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବେ
ତୁମ ପାପର କାରଣ ଯୋଗୁଁ ସଂସାରରୁ ମନ୍ଦତାକୁ ଆପଣା ମଧ୍ୟରେ ନ ଆଣିବା |