# ଆପଣାକୁ ଧର୍ମପରାୟଣ ବୋଲି ମନେ କରେ “ସେ ଠିକ୍‌ରୂପେ ଈଶ୍ୱରଙ୍କୁ ଉପାସନା କରେ ବୋଲି ମନେ କରେ” # ତା ଜିହ୍ୱାକୁ ବଶୀଭୂତ କରେ “ଜିହ୍ୱା” ମୂଳଶବ୍ଦ ସୂଚକ ଅଟେ ଯେ ଏଭଳିରୂପେ ଅନୁବାଦ କରିପାରିବେ “କଣ ସେ କହନ୍ତି” | (ଦେଖ: ମୂଳଶବ୍ଦ ସୂଚକ) # ସେ ପ୍ରବଞ୍ଚନା କରେ “ନିର୍ବୋଧଗୁଡିକ” ବା “କୌଶଳତାଗୁଡିକ” ବା “ବିପଥଗମନଗୁଡିକ” # ତାଙ୍କ ହୃଦୟ ଏଠାରେ “ହୃଦୟ” ଗୋଟିଏ ଧର୍ମସମ୍ବନ୍ଧୀୟ ଶବ୍ଦ ଅଟେ ଯେ ସମଗ୍ର ମନୁଷ୍ୟକୁ ବୁଝାଏ | ଏଭଳିରୂପେ ଅନୁବାଦ କରିପାରିବେ “ଆପଣାକୁ” (ଦେଖ: ଧର୍ମସମ୍ବନ୍ଧୀୟ ସମାଜ) # ତାହାର ଧର୍ମପରାୟଣତା ବୃଥା “ ତାହାର ଧର୍ମକର୍ମ ବୃଥା ଅଟେ ” # ଈଶ୍ୱରଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ ଏବଂ ପିତା ଏହା ଅଟନ୍ତି “ବିଶୁଦ୍ଧ ଓ ନିର୍ମଳ” ଗୋଟିଏ ଦ୍ୱିଅର୍ଥବୋଧକତାକୁ ଯେ ଗୁରୁତ୍ତ୍ୱ ଦିଏ ଯାହା ଈଶ୍ୱରଙ୍କଠାରେ ଗ୍ରହଣ ଯୋଗ୍ୟ ହେବ | ଏଭଳିରୂପେ ଅନୁବାଦ କରିପାରିବେ “ଏହି ଉପାସନାଟି ଯେ ଈଶ୍ୱର ଗ୍ରହଣ କରିବେ ” | (ଦେଖ: ଦ୍ୱିଅର୍ଥବୋଧକ) # ଅନାଥ “ଯାହାର କି ପିତା ନାହାଁନ୍ତି” ବା “ଅନାଥମାନେ” # ବିଧବାମାନେ ସେମାନଙ୍କର ଦୁଃଖସମୟରେ ଯାହାରକି ସେମାନଙ୍କର ସ୍ୱାମୀମାନେ ମରିଛନ୍ତି ସେହି ସ୍ତ୍ରୀଲୋକମାନେ ଦୁଃଖରେ ସମୟ କାଟୁଛନ୍ତି | # ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବେ ତୁମ ପାପର କାରଣ ଯୋଗୁଁ ସଂସାରରୁ ମନ୍ଦତାକୁ ଆପଣା ମଧ୍ୟରେ ନ ଆଣିବା |