Door43-Catalog_or_tn/JAS/01/09.md

21 lines
1.9 KiB
Markdown

# ଦିନାବସ୍ଥାର ଭ୍ରାତା
“ବିଶ୍ୱାସୀ ଯାହାର କି ଅର୍ଥଶୂନ୍ୟ ଅଟନ୍ତି ”
# ଆପଣା ଉନ୍ନତ ଅବସ୍ଥାରେ ଦର୍ପ କରିବା ଉଚିତ
“ଆନନ୍ଦ କରିବା ଉଚିତ ଯେ ଈଶ୍ୱର ତାଙ୍କୁ ଗୌରବ ଦେଇଅଛନ୍ତି ” |
# ଯେତେବେଳେ ଧନୀ ଭାଇ
“ଆଉ, ଯେଉଁ ଭାଇର ବହୁତ ଧନ ରହିଅଛି ”
# ତାର ନମ୍ରତାରେ
ବାକ୍ୟାଂଶଟିର ଉହ୍ୟତା “ଗୌରବହେବା ଉଚିତ ” ଛଡା ହୋଇଛି | ଏହିରୂପେ ଅନୁବାଦ ହୋଇପାରେ
“ଆନନ୍ଦ କରିବା ଉଚିତ ଯେ ଈଶ୍ୱର ନମ୍ରତା ତାଙ୍କୁ କହିଅଛନ୍ତି ” | (ଦେଖ: ଶଦ୍ଦର ଉହ୍ୟତା)
# ସେ ଘାସର ଫୁଲପରି ଝଡି ପଡିବ
ଏହି ସମଭାବରେ ଦର୍ଶାଏ ଯେ ଧନୀଲୋକେ ମଧ୍ୟ ମୃତ୍ୟୁ ହେବେ, ଠିକ୍ ଯେପରି ସମସ୍ତ ଜୀବିତ ପ୍ରାଣୀ ମୃତ୍ୟୁବରଣ କରନ୍ତି |ଏହା ଗୁରୁତ୍ତ୍ୱ ଦିଏ କାହିଁକି ଜଣେ ଧନୀବ୍ୟକ୍ତି ନମ୍ର ହେବା ଉଚିତ୍ |(ଦେଖ: ସମଭାବ ଶଦ୍ଦ)
# ସୂର୍ଯ୍ୟତାପରେ
“ଏବଂ ତାର ତାପ ” ଅଥବା “ଅତି ପ୍ରଖର ଗରମ ପବନ” (ଉଡିବି)
# ଧନୀଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡିବ
“ଧନୀଲୋକ ମରିବ ଯେତେବେଳେ ସେ ଅଧିକ ଅର୍ଥ ପାଇଁ କଠିନ ପରିଶ୍ରମ କରିବ” |