# ଦିନାବସ୍ଥାର ଭ୍ରାତା “ବିଶ୍ୱାସୀ ଯାହାର କି ଅର୍ଥଶୂନ୍ୟ ଅଟନ୍ତି ” # ଆପଣା ଉନ୍ନତ ଅବସ୍ଥାରେ ଦର୍ପ କରିବା ଉଚିତ “ଆନନ୍ଦ କରିବା ଉଚିତ ଯେ ଈଶ୍ୱର ତାଙ୍କୁ ଗୌରବ ଦେଇଅଛନ୍ତି ” | # ଯେତେବେଳେ ଧନୀ ଭାଇ “ଆଉ, ଯେଉଁ ଭାଇର ବହୁତ ଧନ ରହିଅଛି ” # ତାର ନମ୍ରତାରେ ବାକ୍ୟାଂଶଟିର ଉହ୍ୟତା “ଗୌରବହେବା ଉଚିତ ” ଛଡା ହୋଇଛି | ଏହିରୂପେ ଅନୁବାଦ ହୋଇପାରେ “ଆନନ୍ଦ କରିବା ଉଚିତ ଯେ ଈଶ୍ୱର ନମ୍ରତା ତାଙ୍କୁ କହିଅଛନ୍ତି ” | (ଦେଖ: ଶଦ୍ଦର ଉହ୍ୟତା) # ସେ ଘାସର ଫୁଲପରି ଝଡି ପଡିବ ଏହି ସମଭାବରେ ଦର୍ଶାଏ ଯେ ଧନୀଲୋକେ ମଧ୍ୟ ମୃତ୍ୟୁ ହେବେ, ଠିକ୍ ଯେପରି ସମସ୍ତ ଜୀବିତ ପ୍ରାଣୀ ମୃତ୍ୟୁବରଣ କରନ୍ତି |ଏହା ଗୁରୁତ୍ତ୍ୱ ଦିଏ କାହିଁକି ଜଣେ ଧନୀବ୍ୟକ୍ତି ନମ୍ର ହେବା ଉଚିତ୍ |(ଦେଖ: ସମଭାବ ଶଦ୍ଦ) # ସୂର୍ଯ୍ୟତାପରେ “ଏବଂ ତାର ତାପ ” ଅଥବା “ଅତି ପ୍ରଖର ଗରମ ପବନ” (ଉଡିବି) # ଧନୀଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡିବ “ଧନୀଲୋକ ମରିବ ଯେତେବେଳେ ସେ ଅଧିକ ଅର୍ଥ ପାଇଁ କଠିନ ପରିଶ୍ରମ କରିବ” |