Door43-Catalog_or_tn/JAS/01/01.md

2.5 KiB

ଯାକୁବ , …

ଯାକୁବ ଯୀଶୁଙ୍କର ଅର୍ଦ୍ଧ ଭାତ୍ରୁ ଅଟନ୍ତି | ଏହିରୂପେ ଅନୁବାଦ କରିପାରିବେ “ମୁଁ , ଯାକୁବ ,…”.

ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ

ଗଦ୍ୟାଂଶଟି “ମୁଁ ଅଟେ” ପ୍ରୟୋଗ କରେ | ଏହିରୂପେ ଅନୁବାଦ କରିପାର “ମୁଁ ଜଣେ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ” | (ଦେଖ: ବହିର୍ଭୁତ ଓ ପ୍ରୟୋଗ ସୂଚନା)

ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀକୁ

ଯାକୁବ ସମସ୍ତ ଯିହୂଦୀ ବିଶ୍ୱାସୀଙ୍କୁ ଲେଖିଥିଲେ ଯେଉଁମାନେ ଯିହୂଦାର ବାହାର ଅଞ୍ଚଳ ରୋମ୍ ସହରରୁ ପଳାୟନ କଲେ, ଷ୍ଟିଫେନ୍‌‌ଙ୍କୁ ପ୍ରସ୍ତରାଘାତ ପରେ ପରୀକ୍ଷିତରୁ ପଳାୟନ କଲେ | .

ଦ୍ୱାଦଶ ଗୋଷ୍ଠୀ

ସଂଖ୍ୟା ଲେଖିବାରେ ସମଭାବରେ ଖୋଜିଲେ | ଏହା ଉନ୍ମୁକ୍ତରୂପେ ହୋଇପାରେ “ଦ୍ୱାଦଶ ଗୋଷ୍ଠୀଗୁଡିକ” (ଦେଖ: ସଂଖ୍ୟାଗୁଡିକ ଅଜଣାଗୁଡିକ ଅନୁବାଦ)

ଅଭିବାଦନ

ଏକ ସାଧାରଣ ଅଭିବାଦନ ଯେପରି “କି ହୋ” ବା “ଉତ୍ତମ ଦିବସ”|

ଏହା ସମସ୍ତ ଆନନ୍ଦର ବିଷୟ ବୋଲି ମନେ କର , ହେ ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ

“ମୋର ସହଯୋଗୀ ବିଶ୍ୱାସୀମାନେ, ତୁମ୍ଭମାନଙ୍କର ସମସ୍ତ ବିଭିନ୍ନ ପ୍ରକାରର ପରୀକ୍ଷାରେ ଆନନ୍ଦର କିଛି ବିଷୟକୁ ମନେ କର ” |

ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ଧୈର୍ଯ୍ୟ ଉତ୍ପନ୍ନ କରେ

“କାରଣ ତୁମେ ଜାଣ ଯେ ଈଶ୍ୱର ପରୀକ୍ଷାଗୁଡିକ ଦ୍ୱାରା ତୁମ୍ଭମାନଙ୍କ ବିଶ୍ୱାସ ଦୃଢତର ହେବ ”