Door43-Catalog_or_tn/PHP/03/04.md

2.6 KiB

ଯଦିଓ

“ପୁଣି” କିମ୍ବା “ଯାହାଭି”

ମୁଁ ମୋର ଶରୀରରେ ବିଶ୍ଵାସ କରିପାରି ଥାନ୍ତି . ଯଦି କିଏ ଭାବେ ଯେ ସେ ନିଜ ଶରୀରରେ ବିଶ୍ଵାସ ରଖି ଅଛି

,ତାହେଲେ ମୁଁ ତାହା ତାହାଠାରୁ ଅଧିକ ରଖିପରିଥାନ୍ତି ଏହା ଏକ କାଳ୍ପନିକ ସ୍ଥିତି ପାଉଲ ବିଶ୍ଵାସ କରିପାରୁ ନାହାନ୍ତି କି ତାହା ସମ୍ଭବ ଅଟେ . ପାଉଲ ଏହା କହୁଛନ୍ତି ଯେ ଯଦି ଏହା ସମ୍ଭବ ହୋଇ ଥାଆନ୍ତ ଯେ ଈଶ୍ଵର ସେମାନଙ୍କୁ ରକ୍ଷା କରିଥାନ୍ତେ ଯେଉଁ କର୍ମ ସେମାନେ କରୁଥିଲେ,ତେବେ ଈଶ୍ଵର ସେମାନଙ୍କୁ ନିଶ୍ଚିନ୍ତ ରକ୍ଷାକରିଥାନ୍ତେ. ଏହା ଏହିପରି ଅନୁବାଦ କରାଯାଇ ପାରେ “ଯଦି କେହି ପର୍ଯ୍ୟାପ୍ତ କାର୍ଯ୍ୟ କରିଥାନ୍ତା ଈଶ୍ଵଙ୍କୁ ସନ୍ତୁଷ୍ଟ କରିବା ପାଇଁ, ତେବେ ମୁଁ ସେହି ବ୍ୟକ୍ତି ହୋଇ ଥାନ୍ତି ” (UDB). (ଦେଖନ୍ତୁ: କାଳ୍ପନିକ ସ୍ଥିତି)

ମୁଁ ନିଜେ

ପାଉଲ ବ୍ୟବହାର କରୁଛନ୍ତି “ନିଜେ” ଗୁରୁତ୍ଵ ପାଇଁ. ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ମୁଁ”.

ମୁଁ ସୁନ୍ନତ ହୋଇଥିଲି

ଏହା ଏହିପରି ଅନୁବାଦ କରାଯାଇ ପାରେ ଗୋଟିଏ ସକ୍ରିୟ କ୍ରିୟା ଦ୍ଵାରା: “ଯାଜକ ମୋହର ସୁନ୍ନତ କରିଥିଲେ” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)

ଅଷ୍ଟମ ଦିନରେ

“ମୁଁ ଜନ୍ମ ହେବାର ସାତ ଦିନ ପୂର୍ବରୁ” (UDB).

ଏବ୍ରୀୟ ମାନଙ୍କର ଏବ୍ରୀୟ

“ଏବ୍ରୀୟ ପୁତ୍ର ଜଣେ ଏବ୍ରୀୟ ପିତାମାତା ଦ୍ଵାରା”

ବ୍ୟବସ୍ଥା ସମ୍ବନ୍ଧରେ ଜଣେ ଫାରୁଶୀ

“ଫାରୁଶୀ ହୋଇଥିବା ଯୋଗୁ ମୁଁ ସମ୍ପୂର୍ଣ ଭାବରେ ବ୍ୟବସ୍ଥା ପ୍ରତି ସମର୍ପିତ ଥିଲି.”