23 lines
2.6 KiB
Markdown
23 lines
2.6 KiB
Markdown
|
# ଯଦିଓ
|
||
|
“ପୁଣି” କିମ୍ବା “ଯାହାଭି”
|
||
|
|
||
|
# ମୁଁ ମୋର ଶରୀରରେ ବିଶ୍ଵାସ କରିପାରି ଥାନ୍ତି . ଯଦି କିଏ ଭାବେ ଯେ ସେ ନିଜ ଶରୀରରେ ବିଶ୍ଵାସ ରଖି ଅଛି
|
||
|
,ତାହେଲେ ମୁଁ ତାହା ତାହାଠାରୁ ଅଧିକ ରଖିପରିଥାନ୍ତି
|
||
|
ଏହା ଏକ କାଳ୍ପନିକ ସ୍ଥିତି ପାଉଲ ବିଶ୍ଵାସ କରିପାରୁ ନାହାନ୍ତି କି ତାହା ସମ୍ଭବ ଅଟେ . ପାଉଲ ଏହା କହୁଛନ୍ତି ଯେ ଯଦି ଏହା ସମ୍ଭବ ହୋଇ ଥାଆନ୍ତ ଯେ ଈଶ୍ଵର ସେମାନଙ୍କୁ ରକ୍ଷା କରିଥାନ୍ତେ ଯେଉଁ କର୍ମ ସେମାନେ କରୁଥିଲେ,ତେବେ ଈଶ୍ଵର ସେମାନଙ୍କୁ ନିଶ୍ଚିନ୍ତ ରକ୍ଷାକରିଥାନ୍ତେ. ଏହା ଏହିପରି ଅନୁବାଦ କରାଯାଇ ପାରେ
|
||
|
“ଯଦି କେହି ପର୍ଯ୍ୟାପ୍ତ କାର୍ଯ୍ୟ କରିଥାନ୍ତା ଈଶ୍ଵଙ୍କୁ ସନ୍ତୁଷ୍ଟ କରିବା ପାଇଁ, ତେବେ ମୁଁ ସେହି ବ୍ୟକ୍ତି ହୋଇ ଥାନ୍ତି ” (UDB).
|
||
|
(ଦେଖନ୍ତୁ: କାଳ୍ପନିକ ସ୍ଥିତି)
|
||
|
|
||
|
# ମୁଁ ନିଜେ
|
||
|
ପାଉଲ ବ୍ୟବହାର କରୁଛନ୍ତି “ନିଜେ” ଗୁରୁତ୍ଵ ପାଇଁ. ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ମୁଁ”.
|
||
|
|
||
|
# ମୁଁ ସୁନ୍ନତ ହୋଇଥିଲି
|
||
|
ଏହା ଏହିପରି ଅନୁବାଦ କରାଯାଇ ପାରେ ଗୋଟିଏ ସକ୍ରିୟ କ୍ରିୟା ଦ୍ଵାରା: “ଯାଜକ ମୋହର ସୁନ୍ନତ କରିଥିଲେ” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)
|
||
|
|
||
|
# ଅଷ୍ଟମ ଦିନରେ
|
||
|
“ମୁଁ ଜନ୍ମ ହେବାର ସାତ ଦିନ ପୂର୍ବରୁ” (UDB).
|
||
|
|
||
|
# ଏବ୍ରୀୟ ମାନଙ୍କର ଏବ୍ରୀୟ
|
||
|
“ଏବ୍ରୀୟ ପୁତ୍ର ଜଣେ ଏବ୍ରୀୟ ପିତାମାତା ଦ୍ଵାରା”
|
||
|
|
||
|
# ବ୍ୟବସ୍ଥା ସମ୍ବନ୍ଧରେ ଜଣେ ଫାରୁଶୀ
|
||
|
“ଫାରୁଶୀ ହୋଇଥିବା ଯୋଗୁ ମୁଁ ସମ୍ପୂର୍ଣ ଭାବରେ ବ୍ୟବସ୍ଥା ପ୍ରତି ସମର୍ପିତ ଥିଲି.”
|